ବ୍ୟବହାରକାରୀ:Tublu Nial/ଅରମାନ ମଲିକ

ଅରମାନ୍ ମଲିକ୍
ଅରମାନ୍ ମଲିକ୍ at Sachin Joshi's Diwali bash in 2016
Background information
ଜନ୍ମ ସମୟରେ ନାମଅରମାନ୍ ମଲିକ୍
ଜନ୍ମ (1995-07-22) ୨୨ ଜୁଲାଇ ୧୯୯୫ (ବୟସ ୨୮)
 ମୁମ୍ବାଇ , ମାହାରାଷ୍ଟ୍ର ,ଭାରତ
ପେଷାଗାୟକ, ସଙ୍ଗୀତକାର,ମଞ୍ଚ ସେଲେବ୍ରିଟି
କାର୍ଯ୍ୟକାଳ୨୦୦୨ରୁ ଏବେଯାଏଁ
ୱେବସାଇଟhttp://armaanmalik.me

ଅରମାନ୍ ମଲିକ୍ (ଜନ୍ମ ୨୨ ଜୁଲାଇ ୧୯୯୫) ଜଣେ ଭାରତିୟ ଗାୟକ ଅଟନ୍ତି , ସେ ଗୀତ ଲେଖ ଓ ସଙ୍ଗୀତ କାରକ ମଧ୍ୟ । ସେ ସାରେ ଗା ମା ଲିଟ୍ଟିଲ ଚାମ୍ପର ଶେଷ ପର୍ଯ୍ୟାରେ ଆଠ ନମ୍ବର ପଦରେ ଲୋକଙ୍କ ଭୋଟଥିଲେ ,ଆଗରୁ ୟୁନିବେର୍ସାଲ୍ ସଙ୍ଗୀତ ଭାରତର ପ୍ରତିନିଥି ଥିଲେ ,ଏବ୍ଂ ବତ୍ତମାନରେ ଟି-ସେରିଜ ସହ କାମ କରୁଛନ୍ତି । ସେ ପ୍ରଥମେ ଚଳଚିତ୍ର ପରଦାରେ ୨୦୧୧ର ଚଳଚିତ୍ର କଚ୍ଚା ଲିମ୍ବୋ ଦେଖା ଯାଇଥିଲେ ।

ଜୀବନକାଳ ସମ୍ପାଦନା

ମଲିକ୍ ମାଇ ନେମ୍ ଇଜ୍ ଖନ୍ ଚଳଚିତ୍ରର ଇଙ୍ଗ୍ଲିସ ବୟେ ଓ ଚାରେକ୍ଟର ସଲିମ୍ ରେଡିଓ ସ୍ଲୁମଡଗ ମିଲ୍ଲିଓନର୍ ବିବିସି ରେଡିଓ ୧ରେ ତାଙ୍କା କଣ୍ତରେ ୨୦୧୪ ଅନୁବଦ କରିଥିଲେ । ଅରମାନ୍ ତୁମକୋ ତୋହ୍ ଆନ ହି ଥ , ଲବ୍ ୟୁ ଟିଲ୍ଲ୍ ଦ ଏଣ୍ତ୍ (ହୋଉସ ମିକ୍ଷ୍) ଓ ସଲମାନ ଖାନଙ୍କ ଜୟ ହୋ ଚଳଚିତ୍ରାରର ଟାଇଟ୍ଲ୍ ଗୀତ ଗାଇଥିଲେ । ତା ସହିତ ଜୟ ହୋ ଚଳଚିତ୍ରର ଆରମ୍ଭରେ ଅରମାନ ଓ ତଙ୍କ ସଙ୍ଗୀତକାର ବଡ ଭାଇ ଅମାଲ୍ ମଲିକ୍ ଲବ୍ ୟୁ ଟିଲ୍ଲ୍ ଦ ଏଣ୍ତ୍ ଦେଖା ଯାଇଥିଲେ । ସେ ବର୍ଷରେ ସେ ନେଏନ ଗୀତ ସୋନା ମୋହାପତ୍ରଙ୍କ ସହିତ ଚଳଚିତ୍ର ଖୋବସୁରତର ଓ ଆୟୁଲିଅ'ଗୀତ ଉଙ୍ଗଲି ଚଳଚିତ୍ରର ଗାୟୀଥିଲେ ।

୨୦୧୫ରେ, ସେ ମେନ୍ ହୁଂ ହିରୋ ତେରା ଗୀତ ହିରୋ ଚଳଚିତ୍ର ପାଇଁ,କ୍ୱାହିସେନ୍ ଗୀତ କେଲେନଣ୍ତର ଗର୍ଲ୍ ଚଳଚିତ୍ରରେ ଓ ତୁମ୍ ହେନ୍ ଆପନା ବନାନେ କା ଗୀତ ହେଟ୍ ସ୍ଟୋରି ୩ ଚଳଚିତ୍ରରେ ତାଙ୍କ ବଡ ଭାଇ ଅମ୍ମାଲ ସଂଙ୍ଗୀତ ଗାୟୀଥିଲେ । ତ ପରେ ସେ ନିତି ମୋହନଙ୍କ ସହିତ ଗୋଟେ ଗୀତ ଗାୟୀ ଥିଲେ । ସେ ଆଉ ଗୋଟେ ଗୀତ ହେଟ୍ ସ୍ଟୋରି ୩ରେ ବମନଙ୍କ ସଂଙ୍ଗୀତ ଗାୟୀଥିଲେ । ସେ ଗୋଟେ ଏକା ଗୀତ ମୈନ ରହୁନ୍ ୟାନ ନା ରହୋନ୍ ତାଙ୍କ ବଡ ଭାଇ ଅମ୍ମାଲ ସଂଙ୍ଗୀତ ଗାୟୀଥିଲେ । ସେ ଫିଲ୍ମ ଫାୟେର୍ ଆର.ଡି ବୁରମାନ ଆୱର୍ଡରେ ନୁଆ ସଙ୍ଗୀତ ପ୍ରତିଭା ଆୱର୍ଡ ସେବର୍ଷ ପାଇଁ ପାଇଥିଲେ ।

ଆଧାର ସମ୍ପାଦନା