ବେଣୀପୁର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବେଣୀପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି | ଡେରାବିଶ |
ଗ୍ରାମ ପଞ୍ଚାୟତ | ବେଣୀପୁର |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪ ୨୯୨[୧] |
Area code | +୦୬୭୨୭ |
ଯାନବାହାନ ପଞ୍ଚୀକରଣ | OD-29 |
ବେଣୀପୁର ଗାଁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନିକିରାଇ ଥାନା ଅଧୀନରେ ଥିବା ଏକ ଗାଆଁ । [୨]
ଗମନାଗମନ ସମ୍ପାଦନା
ଏହା ଡେରାବିଶ ନିକଟରେ ଅବସ୍ଥିତ । ଏହା କେନ୍ଦ୍ରାପଡ଼ାଠାରୁ ୧୭ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା ସମ୍ପାଦନା
ଏହି ଗ୍ରାମ ନିକଟରେ ବିରୂପା ନଦୀ ବହି ଯାଇଛି ।
ଶିକ୍ଷା ସମ୍ପାଦନା
ବିଦ୍ୟାଳୟ ସମ୍ପାଦନା
ଏହି ଗ୍ରାମରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।
ଅନ୍ୟାନ୍ୟ ସମ୍ପାଦନା
ପର୍ଯ୍ୟଟନ ସମ୍ପାଦନା
ଏହି ଗାଆଁରେ ଗ୍ରାମ ଦେବତୀ ଜାଗୁଳେଇଙ୍କ ମନ୍ଦିର ସହ ଜଗନ୍ନାଥ ମନ୍ଦିର, ବିରୁପାକ୍ଷ ଶିବ ମନ୍ଦିର ଓ ହନୁମାନ ମନ୍ଦିର ଅଛି ।
ଆଧାର ସମ୍ପାଦନା
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |