ବୃନ୍ଦାବାହାଲ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବୃନ୍ଦାବାହାଲ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
ପଞ୍ଚାୟତ ସମିତି | ଗୋଲାମୁଣ୍ଡା |
ଗ୍ରାମ ପଞ୍ଚାୟତ | ବୃନ୍ଦାବାହାଲ |
ତହସିଲ | ଗୋଲାମୁଣ୍ଡା |
Time zone | IST (+୫.୩୦) |
ଡାକ କୋଡ଼ | ୭୬୬୦୧୫[୧] |
Area code | ୦୬୬୭୨ |
ଯାନବାହାନ ପଞ୍ଚୀକରଣ | OD-08 |
ବୃନ୍ଦାବାହାଲ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ ସମ୍ପାଦନା
ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣାଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା ସମ୍ପାଦନା
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ସଂସ୍କୃତି ସମ୍ପାଦନା
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଆଧାର ସମ୍ପାଦନା
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |