ବିଦ୍ୟାରାଣ

୨୦୨୨ ଓଡ଼ିଆ କଥାଚିତ୍ର

ବିଦ୍ୟାରଣ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ର ପ୍ରଯୋଜନା କରିଥିଲେ ନିରଞ୍ଜନ ନାୟକ ।[୨] ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ବିଦ୍ୟାରାଣ
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକନିରଞ୍ଜନ ନାୟକ
ସଂଳାପବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟଜ୍ୟୋତି ଦାସ
କଳାକାରବାବୁଶାନ ମହାନ୍ତି
ଶିବାନୀ ସଙ୍ଗୀତା
ଉତ୍ତମ ମହାନ୍ତି
ସୋମା ଭୌମିକ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣସୁବ୍ରତ କେ. ଖଟୋଇ, ଏନ୍. ମହେନ୍ଦ୍ରନ୍
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧ ଜୁଲାଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଶିବାନୀ ସଙ୍ଗୀତା ।[୪][୫] ଉତ୍ତମ ମହାନ୍ତି, ସୋମା ଭୌମିକ, ଅଭିଶେକ ଗିରି, ପୁପୁଲ ଭୂୟାଁ, ସୁଜିତ ପାଣିଗ୍ରାହୀ, ପ୍ରିୟଙ୍କା, ଦେବ୍, ଅଭିନବ ସିଂହ, ସୁଧାଂଶୁ ମୋହନ ସାହୁ, ବିଭୁ, ମାନ୍ୟତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଏହି କଥାଚିତ୍ରଟି ୧ ଜୁଲାଇ ୨୦୨୨ରେ ରଥଯାତ୍ରା ସମୟରେ ମୁକ୍ତିଲାଭ କରିଥିଲା ଏବଂ ୧୧ ସେପ୍ଟେମ୍ବର ୨୦୨୨ରେ ଓଡ଼ିଆ ଦୂରଦର୍ଶନ ଚେନାଲ୍ ଷ୍ଟାର୍ କିରଣରେ ପ୍ରସାରିତ ହୋଇଥିଲା ।[୬] ଏହା ସହିତ କଥାଚିତ୍ରଟି ଡିଜ୍ନିପ୍ଲସ ହଟ୍‌ଷ୍ଟାରରେ ମଧ୍ୟ ଉପଲବ୍ଧ ହୋଇଛି ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ବିଦ୍ୟାରାଣ
Soundtrack album by
ବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ୧୫ ଜୁନ ୨୦୨୨
ରେକର୍ଡ଼ ତାରିଖ୨୦୧୯–୨୦୨୨
ଭାଷାଓଡ଼ିଆ
ନାମଆମର ମ୍ୟୁଜିକ ଓଡ଼ିଆ
External audio
  ୟୁ-ଟବ୍‌ରେ Playlist

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶନିର୍ମଳ ନାୟକବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୮] ଗୌରବ ଆନନ୍ଦ, ବାବୁଶାନ୍, ଅସୀମା ପଣ୍ଡା, ସ୍ୱୟମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ବିଦ୍ୟାରାଣ"ନିର୍ମଳ ନାୟକଗୌରବ ଆନନ୍ଦ 
2."ଭାବନା ଏ ନୂଆ ପ୍ରେମର"ନିର୍ମଳ ନାୟକବାବୁଶାନ୍, ଅସୀମା ପଣ୍ଡା 
3."ଶହେ ଥିଲି ଶୂନ ହେଲି"ବାପୁ ଗୋସ୍ୱାମୀସ୍ୱୟମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ 
4."ଲାଗୁଚୁ ତୁ ଲାଇଫ୍ ଟାଇମ୍ ରହିବୁ ଲୋ" ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "'ବିଦ୍ୟାରାଣ', କ୍ୟାମେରାକୁ ଅଭିନେତ୍ରୀ ଶିବାନୀଙ୍କ ଦଣ୍ଡବତ". Zee News. Archived from the original on 23 October 2022. Retrieved 23 October 2022. {{cite news}}: |archive-date= / |archive-url= timestamp mismatch; 22 ଅପ୍ରେଲ 2021 suggested (help)
  3. ୩.୦ ୩.୧ "ଫିଟିବ ବିଦ୍ୟାରାଣ". ସମ୍ବାଦ (ରବିବାର). 26 Jun 2022. p. ୮. Archived from the original on 5 July 2022. Retrieved 5 July 2022.
  4. "First look of Babusan's Odia upcoming film 'Bidyarana' released: Watch". KalingaTV (in English). Bhubaneswar. 16 June 2020. Archived from the original on 23 October 2022. Retrieved 23 October 2022.{{cite news}}: CS1 maint: unrecognized language (link)
  5. "ବାବୁଶାନ-ଶିବାନୀ ଏକାଠି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
  6. "ଆଜି ଷ୍ଟାର୍‍ କିରଣରେ 'ବିଦ୍ୟାରାଣ'ର ପ୍ରିମିୟର - The Sakala". ସକାଳ. ଭୁବନେଶ୍ୱର. 11 September 2022. Archived from the original on 23 October 2022. Retrieved 23 October 2022.
  7. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  8. "ଫିଟିବ ବାବୁସାନ୍‌ଙ୍କ ବିଦ୍ୟାରାଣ". ସମ୍ବାଦ. sambad.in. 26 June 2022. Archived from the original on 23 October 2022. Retrieved 23 October 2022.
  9. "ସିନେମା 'ବିଦ୍ୟାରାଣ'ର‌ ଅଡିଓ ରିଲିଜ୍, ଲିଡ୍‌ ରୋଲ୍‌ରେ ନଜର ଆସିବେ ଶିବାନୀଙ୍କ ସହ ବାବୁଶାନ୍". Prameyanews7. ଭୁବନେଶ୍ୱର. 15 June 2022. Archived from the original on 23 October 2022. Retrieved 23 October 2022.

ବାହାର ଆଧାର ସମ୍ପାଦନା