ବିଜୟ କୁମାର ଜେନା (ରାଜନେତା)

ଓଡ଼ିଆ ରାଜନୀତିଜ୍ଞ

ବିଜୟ କୁମାର ଜେନା (୧ ଜୁଲାଇ ୧୯୪୧ - ୧୨ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୟ କୁମାର ଜେନା
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀନାଲା କୁର୍ମୁ ନାୟକଲୁ ଦୋରା
ପର ଅଧିକାରୀତ୍ରିନାଥ ସାହୁ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-07-01)୧ ଜୁଲାଇ ୧୯୪୧
ମୃତ୍ୟୁ୧୨ ଜାନୁଆରୀ ୨୦୨୨(2022-01-12) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ଜୀବନ ସାଥୀମାଳତୀ ଜେନା
ସନ୍ତାନ
ବାପା/ବୋଉସାଧୁ ଚରଣ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିଜୟ କୁମାର ଜେନା ୧୯୪୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସାଧୁ ଚରଣ ଜେନା ଓ ପତ୍ନୀଙ୍କ ନାମ ମାଳତୀ ଜେନା ।[୨]

ରାଜନୈତିକ ଜୀବନ ସମ୍ପାଦନା

ବିଜୟ କୁମାର ଜେନା ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ ।[୨]

ମୃତ୍ୟୁ ସମ୍ପାଦନା

ବିଜୟ କୁମାର ଜେନା ୨୦୨୨ ମସିହାର ଜାନୁଆରୀ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "୮୧ ବର୍ଷ ବୟସରେ ବିଜୟ ଜେନାଙ୍କ ପରଲୋକ". ସମ୍ବାଦ (in ଓଡ଼ିଆ). ପାରଳାଖେମୁଣ୍ଡି. 13 January 2022. Archived from the original on 13 January 2022. Retrieved 25 May 2022.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Bijoy Kumar Jena". odishaassembly.nic.in. Odisha Assembly. Retrieved 25 May 2022.
  3. "ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ". ଧରିତ୍ରୀ. ପାରଳାଖେମୁଣ୍ଡି. 13 January 2022. Archived from the original on 25 May 2022. Retrieved 25 May 2022.