ବାଲିଘାଟ ବନ୍ଦର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବାଲିଘାଟ ବନ୍ଦର | |
---|---|
ଦେଶ | ଭାରତ |
ଜିଲ୍ଲା | ବାଲେଶ୍ୱର |
ଭାଷା | |
Time zone | UTC+୫.୩୦ (ଆଇ.ଏସ୍.ଟି) |
ବାଲିଘାଟ ବନ୍ଦର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ବନ୍ଦର ଯାହା ଏବେ ମୁଖ୍ୟତ ମାଛଧରା ବନ୍ଦର ଭାବରେ ବ୍ୟବହାର ହୋଇଥାଏ ।
ବାଲିଘାଟରେ ବୁଢାବଳଙ୍ଗ ଉପରେ ପୋଲ ସମ୍ପାଦନା
ଏଠାରେ ପ୍ରଥମେ ଫେବୃଆରୀ ୨୦୦୫ ବେଳକୁ "ବାଲିଘାଟ ଗାଆଁ" ପାଖର ୨୩ଟି ପଞ୍ଚାୟତର ଲୋକେ ଏକ କାଠପୋଲ ତିଅରି କରିଥିଲେ[୧] ପରେ ୨୦୦୫ ମେ ମାସରେ ଏଠାରେ ନଦୀ ଉପରେ ଏକ ପୋଲ ତିଆରି କରାଯାଇଛି ।[୨]