ବାଇଗଣ ଭଜା
ବାଇଗଣ ଭଜା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । ବାଇଗଣକୁ ହଳଦୀ, ଲୁଣ ଆଦି ଦେଇ ଭାଜି ଏହା ତିଆରି କରାଯାଇଥାଏ ।
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ବାଇଗଣ, ଲୁଣ, ହଳଦୀ ଗୁଣ୍ଡ |
ଉପାଦାନ ସମ୍ପାଦନା
ପ୍ରକାର ସମ୍ପାଦନା
- ଫାଳି ଭଜା:
- ଏହା ବଡ଼ ବାଇଗଣକୁ ଲମ୍ବା ଲମ୍ବା ଭାଜିକରି ତିଆରି କରାଯାଇଥାଏ । (ଚିତ୍ର ପରି)
- ଖଣ୍ଡ ଭଜା:
- ଏହା ବାଇଗଣକୁ ଛୋଟ ଛୋଟ ଖଣ୍ଡକରି ଭାଜି ତିଆରି କରାଯାଇଥାଏ ।