ବସନ୍ତ ମୁଦୁଲି

ଓଡ଼ିଆ କବି

ବସନ୍ତ ମୁଦୁଲି ([bɔsɔnt̪ɔ mud̪uli] (listen)) (୧୯୫୫-୧୯୮୬) ଜଣେ ଭାରତୀୟ ଓଡ଼ିଆ କବି ଥିଲେ । ସେ ବୈପ୍ଲବିକ ଓ ବିଦ୍ରୋହତ୍ମାକ ଚେତନାର କବିତା ରଚନା ନିମନ୍ତେ ପରିଚିତ ଥିଲେ । ତାଙ୍କ ସ୍ମୃତିରେ ବସନ୍ତ ମୁଦୁଲି ସ୍ମୃତି ସଂସଦ ଗଠନ କରାଯାଇଛି । ଏହି ସ୍ମୃତି ସଂସଦ ତରଫରୁ ପ୍ରତିବର୍ଷ ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ କରାଯାଇଥାଏ ଓ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥାଏ ।[୨]

ବସନ୍ତ ମୁଦୁଲି
ଜନ୍ମ ଓ ଜନ୍ମସ୍ଥାନ୧୯୫୫
ମୃତ୍ୟୁ୧୯୮୬ (୩୧ ବର୍ଷ)[୧]
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିବସନ୍ତ ବର୍ଣ୍ଣମାଳା

ରଚନାବଳୀ ସମ୍ପାଦନା

  • ଯିଏ ଯେଁଉଠି ଅଛି
  • ବସନ୍ତ ବର୍ଣ୍ଣମାଳା
  • ବିଭୋର ବସନ୍ତ[୩]
  • ବସନ୍ତ ବର୍ଣ୍ଣବିଭା[୪]

ଆଧାର ସମ୍ପାଦନା

  1. "Basanta Muduli Awards announced for two years". OrissaPOST (in English). Bhubaneswar. 17 October 2023. p. 2. Archived from the original on 17 October 2023. Retrieved 17 October 2023.{{cite news}}: CS1 maint: unrecognized language (link)
  2. "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". No. ସମ୍ବାଦ ୧୫/୦୮/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 March 2022. Retrieved 25 March 2022.
  3. ସୌଭାଗ୍ୟବନ୍ତ ମହାରଣା. "ବିଦ୍ରୋହର ବିଭୂତି ବସନ୍ତ ମୁଦୁଲି" (PDF). ରେବତୀ (ଜୁନ ୨୦୨୧): ୧୬. Retrieved 25 March 2022.
  4. "ବସନ୍ତ ମୁଦୁଲି". www.odiasahitya.com. odiasahitya.com. Archived from the original on 25 March 2022. Retrieved 25 March 2022.

ବାହାର ଆଧାର ସମ୍ପାଦନା