ବରପାଲି
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବରପାଲି | |
---|---|
ସହର | |
Country | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବରଗଡ଼ |
Population (2001) | |
• Total | ୧୯,୧୫୪ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ବରପାଲି ,ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ବିଜ୍ଞାପିତ ଅଞ୍ଚଳ । ଏଠାରେ ଓଡ଼ିଶାର ସ୍ୱଭାବ କବି ଗଙ୍ଗାଧର ମେହେର ଜନ୍ମ ଗ୍ରହଣ କରିଥିଲେ ।
ଭୂଗୋଳ ସମ୍ପାଦନା
ଇତିହାସ ସମ୍ପାଦନା
କବି ଗଙ୍ଗାଧରଙ୍କ ଜନ୍ମସ୍ଥଳୀ ସମ୍ପାଦନା
ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ଶିଳ୍ପ ସମ୍ପାଦନା
ବରପାଲି ପ୍ରକୃତରେ ବିଶ୍ୱ ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ମୁଖ୍ୟ ବୟାନ କେନ୍ଦ୍ର । ଯଦିଓ ବରଗଡରେ ଜନ୍ମିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ପ୍ରଥମ କରି ସମ୍ବଲପୁରୀ ବସ୍ତ୍ରକୁ ଏହାର ଅତୁଲ୍ୟ ରଙ୍ଗ ଓ ଡିଜାଇନ ଦେଇ ତାହାକୁ ଏକ ଶିଳ୍ପ ହିସାବରେ ରୂପ ଦେଇଥିଲେ , ବରପାଲିର ପଦ୍ମଶ୍ରୀ କୁଞ୍ଜବିହାରୀ ମେହେର ସମ୍ବଲପୁରୀ ବସ୍ତ୍ର ପାଇଁ ସୁନ୍ଦର ଡିଜାଇନ ସବୁ ଉଦ୍ଭାବନ କରି ତାକୁ ଆହୁରି ପ୍ରସିଦ୍ଧି ଦେଇଥିଲେ ।୧
ପର୍ଯ୍ୟଟନ ସମ୍ପାଦନା
ଶିକ୍ଷା ସମ୍ପାଦନା
ଆଧାର ସମ୍ପାଦନା
ବାହାର ତଥ୍ୟ ସମ୍ପାଦନା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "ଆର୍କାଇଭ୍ କପି". Archived from the original on 2020-06-18. Retrieved 2016-10-15.
{{cite web}}
: Cite has empty unknown parameter:|1=
(help)