ବନ୍ଧୁ ମହାନ୍ତି (୧୯୭୭ର ଚଳଚ୍ଚିତ୍ର)
୧୯୭୭ର ଚଳଚ୍ଚିତ୍ର
ବନ୍ଧୁ ମହାନ୍ତି ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏଥିରେ 'ଗୋବିନ୍ଦ ତେଜ' ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଏହାର ଗୀତ ବୃନ୍ଦାବନ ଜେନା ଓ ପ୍ରଫୁଲ୍ଲ କର ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ ।
ବନ୍ଧୁ ମହାନ୍ତି | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ପ୍ରଯୋଜକ | ଧିରେନ ପଟ୍ଟନାୟକ |
ସଂଳାପ | (ସଂଳାପ): ଗୋପାଳ ଛୋଟରାୟ |
ଚିତ୍ରନାଟ୍ୟ | ନିତାଇ ପାଲିତ |
କାହାଣୀ | ନିତାଇ ପାଲିତ |
କଳାକାର | ଗୋବିନ୍ଦ ତେଜ, ଅନିତା ଦାସ, ଲୀଳା ଦୁଲାଳି |
ସଙ୍ଗୀତ | ପ୍ରଫୁଲ୍ଲ କର |
ସମ୍ପାଦକ | ମଧୁ ବାନାର୍ଜୀ |
ମୁକ୍ତିଲାଭ ତାରିଖ | ୬ ଜୁନ ୧୯୭୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ ସମ୍ପାଦନା
ଓଡ଼ିଆ କଥାଚିତ୍ର ‘ବନ୍ଧୁ ମହାନ୍ତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ ସମ୍ପାଦନା
- ସଙ୍ଗୀତକାର: ପ୍ରଫୁଲ୍ଲ କର
- ଗୀତିକାର: ବୃନ୍ଦାବନ ଜେନା, ପ୍ରଫୁଲ୍ଲ କର
- ପ୍ରଚ୍ଛଦପଟ ଗାୟକ: ବାଣୀ ଜୟରାମ, ଏସ. ଜାନକୀ, ଚିତ୍ତ ଜେନା
ଗୀତ ସମ୍ପାଦନା
- ହାତ ଛାଡ଼ ଛାଡ଼ ମୋର ନାଗର
- ନ ଯା ସଜନୀ
ଆଧାର ସମ୍ପାଦନା
- ↑ "BANDHU MOHANTY". incredibleorissa.com. Retrieved 23 January 2016.
- ↑ "ଅତୀତରୁ". Dharitri. Retrieved 5 May 2016.
ବାହାର ତଥ୍ୟ ସମ୍ପାଦନା
- ଇଣ୍ଟରନେଟ ମୁଭି ଡାଟାବେସରେ ବନ୍ଧୁ ମହାନ୍ତି