ବନ୍ଧନ (୧୯୬୯ର ସିନେମା)

୧୯୬୯ର ଓଡ଼ିଆ କଥାଚିତ୍ର

ବନ୍ଧନ, ୧୯୬୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧]

ବନ୍ଧନ
ବନ୍ଧନ କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକନିତାଇ ପାଲିତ (ନିତ୍ୟାନନ୍ଦ ପାଲିତ)
କଳାକାରପ୍ରଶାନ୍ତ ନନ୍ଦ, ଗୀତାଞ୍ଜଳୀ, ଧୀର ବିଶ୍ୱାଳ, ଲୀଳା ଦୁଲାଳି
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣଦୀପକ ଦାସ
ମୁକ୍ତିଲାଭ ତାରିଖ
୩ ଅକ୍ଟୋବର ୧୯୬୯
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ବନ୍ଧନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. Palit, Ashok. "Nitai Palit, the first Odia film director". Orissa Diary. Retrieved 10 July 2015.[permanent dead link]

ଅଧିକ ତଥ୍ୟ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ବନ୍ଧନ