ବତୀଘର (୧୯୭୬ର କଥାଚିତ୍ର)

୧୯୭୬ର ଓଡ଼ିଆ କଥାଚିତ୍ର

ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର ବତୀଘର ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ।[୧]

ବତୀଘର
ବତୀଘର ଚଳଚ୍ଚିତ୍ର ପୋଷ୍ଟର
ନିର୍ଦ୍ଦେଶକଅନନ୍ତ ମହାପାତ୍ର
ପ୍ରଯୋଜକଜୟନ୍ତ କୁମାର
କାହାଣୀବୁଦ୍ଧଦେବ ଗୁହା
କଳାକାରପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ବ୍ୟୋମକେଶ ତ୍ରିପାଠୀ, ସାଧୁ ମେହେର
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧ ଅପ୍ରେଲ ୧୯୭୬
ଦେଶ ଭାରତ
ଭାଷାଓଡ଼ିଆ


ଅଭିନୟ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ବତୀଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ ନିର୍ଦ୍ଦେଶନା ସମ୍ପାଦନା


ଆଧାର ସମ୍ପାଦନା

  1. Orissa Reference: Glimpses of Orissa. p. 427.
  2. "An era of mellifluous melodies comes to an end". www.newindianexpress.com. The New Indian Express. Archived from the original on 20 April 2023. Retrieved 20 April 2023.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ବତୀଘର