ଫିନଲ୍ୟାଣ୍ଡ ଉତ୍ତର ଇଉରୋପରେ ଥିବା ଏକ ଦେଶ।ଏହି ଦେଶଟିର ଆନୁଷ୍ଠାନିକ ନାମ "ରିପବ୍ଲିକ ଅଫ୍ ଫିନଲାଣ୍ଡ" । ଏହାର ପଶ୍ଚିମରେ ସୁଇଡେନ,ଉତ୍ତରରେ ନରୱେ,ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛନ୍ତି ।ଆୟତନ ଦୃଷ୍ଟିରୁ ଫିନଲ୍ୟାଣ୍ଡ ଇଉରୋପର ଆଠନମ୍ବର ଦେଶ ıଏହାର ଲୋକ ସଂଖ୍ୟାମାତ୍ର ୫୫ ଲକ୍ଷ ମଧ୍ୟରେ ıଫିନଲ୍ୟାଣ୍ଡର ରାଜଧାନୀର ନାମ ହେଲସିଙ୍କି ।

ଫିନଲ୍ୟାଣ୍ଡ ପତାକା
ଫିନଲ୍ୟାଣ୍ଡ ଅବସ୍ଥିତି

ଇତିହାସ ସମ୍ପାଦନା

ଦ୍ୱାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ସୁଇଡେନର ଏକ ଅଂଶ ବିଶେଷ ଥିଲା । ପୁଣି ୧୮୦୯ରୁ ୧୯୦୭ପର୍ଯ୍ୟନ୍ତ ଏହା ଋଷିଆ ଅଧୀନରେ ରହିଥିଲା ı ୧୯୧୭ରେ ଏକ ଗୃହଯୁଦ୍ଧ କ୍ରମେ ଋଷିଆ କର୍ତ୍ତୃତ୍ୱରୁ ବାହାରି ଏହା ସ୍ୱାଧୀନ ହେଲା । ୧୯୫୫ରେ ଫିନଲ୍ୟାଣ୍ଡ ଜାତିସଂଘର ସଦସ୍ୟ ଏବଂ ୧୯୯୫ରେ ଇଉରୋପୀୟ ୟୁନିୟନର ସଦସ୍ୟଭାବେ ସ୍ୱୀକୃତି ପାଇଲା ।

ଭୂଗୋଳ ସମ୍ପାଦନା

ଧର୍ମ ସମ୍ପାଦନା

ପ୍ରଶାସନିକ ବିଭାଜନ ସମ୍ପାଦନା

ଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥାଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।

ଭାଷା ସମ୍ପାଦନା

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା