ଫାଲ୍ଗୁନୀ (ଉତ୍ତରାଫାଲ୍ଗୁନୀ ବା ପୂର୍ବଫାଲ୍ଗୁନୀ) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସକୁ ଫାଲ୍ଗୁନ ବା ଫଗୁଣ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ମାଘ ଓ ପରବର୍ତ୍ତୀ ମାସ ଚୈତ୍ର । ଫାଲ୍ଗୁନ ଓ ଏହାର ପରବର୍ତ୍ତୀ ମାସ ଚୈତ୍ର ମିଶି ବସନ୍ତ ଋତୁ ହୋଇଥାନ୍ତି । ଏହା ଓଡ଼ିଆ ହିନ୍ଦୁମାନଙ୍କର ଏକାଦଶ ଚାନ୍ଦ୍ରମାନ ମାସ ଅଟେ।

ପର୍ବପର୍ବାଣି ସମ୍ପାଦନା

ଆଧାର ସମ୍ପାଦନା