ପ୍ରୋପାଫେନୋନ

ଏହା ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଏବଂ ଭେଣ୍ଟ୍ରିକୁଲାର ଟାକିଆରିଥମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ

ପ୍ରୋପାଫେନୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରାଇଥମୋଲ, ହେଉଛି ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଏବଂ ଭେଣ୍ଟ୍ରିକୁଲାର ଟାକିଆରିଥମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହାର ଦୀର୍ଘକାଳୀନ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୩] ଏହା ପାଟିରେ ଦିଆଯାଏ ।[୨]

ପ୍ରୋପାଫେନୋନ
Clinical data
Pronunciation/prˈpæfɪnn/ proh-PAF-i-nohn
Trade namesRythmol, Rytmonorm, others
AHFS/Drugs.commonograph
MedlinePlusa698002
data
Pregnancy
category
  • US: N (Not classified yet) [୧]
Routes of
administration
By mouth
Legal status
Legal status
Pharmacokinetic data
Protein binding97%
Elimination half-life2–10 hours
Identifiers
  • 1-{2-[2-Hydroxy-3-(propylamino)propoxy]phenyl}-3-phenylpropan-1-one
ECHA InfoCard100.053.578 Edit this at Wikidata
Chemical and physical data
FormulaC21H27NO3
Molar mass୩୪୧.୪୫ g·mol−1
3D model (JSmol)
  • O=C(c1ccccc1OCC(O)CNCCC)CCc2ccccc2
  • InChI=1S/C21H27NO3/c1-2-14-22-15-18(23)16-25-21-11-7-6-10-19(21)20(24)13-12-17-8-4-3-5-9-17/h3-11,18,22-23H,2,12-16H2,1H3 checkY
  • Key:JWHAUXFOSRPERK-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଅଣନିଶ୍ୱାସ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ, ଅନ୍ୟାନ୍ୟ ଆରିଦମିଆ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୨] ଗଠନମୂଳକ ହୃଦ୍‌ରୋଗ ବା ଇସକେମିକ୍ ହୃଦ୍‌ରୋଗ ଥିବା ଲୋକଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ ଶ୍ରେଣୀ ୧ଗ ଆଣ୍ଟି-ଆରିଦମିକ୍ ଔଷଧ ।[୨]

୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୋପାଫେନୋନ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ଏକ ସାଧାରଣ ମାତ୍ରାର ମାସକୁ ୭ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ମାସକୁ ଖର୍ଚ୍ଚ ୧୫ ଡଲାର ଅଟେ ।[୫] ଏକ ଲମ୍ବା ଫର୍ମୁଲା ମଧ୍ୟ ଉପଲବ୍ଧ ।[୨]

ଆଧାର ସମ୍ପାଦନା

  1. "Propafenone Use During Pregnancy". Drugs.com. 13 November 2018. Archived from the original on 7 February 2020. Retrieved 7 February 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Propafenone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 29 October 2021.
  3. Bersten, Andrew D.; Handy, Jonathan (15 August 2018). Oh's Intensive Care Manual E-Book (in ଇଂରାଜୀ). Elsevier Health Sciences. p. 271. ISBN 978-0-7020-7606-0. Archived from the original on 30 October 2021. Retrieved 29 October 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 112. ISBN 978-0857114105.
  5. "Propafenone Prices, Coupons & Savings Tips - GoodRx". GoodRx. Retrieved 29 October 2021.