ପ୍ରତିଜ୍ଞା

୨୦୨୨ ଓଡ଼ିଆ କଥାଚିତ୍ର

ପ୍ରତିଜ୍ଞା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ବଜରଙ୍ଗ କ୍ରିଏସନ‌ଦ୍ୱାରା ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ଗୋପାଳ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ପ୍ରତିଜ୍ଞା
ନିର୍ଦ୍ଦେଶକଗୋପାଳ ପଟ୍ଟନାୟକ
ଚିତ୍ରନାଟ୍ୟଗୋପାଳ ପଟ୍ଟନାୟକ
କାହାଣୀଗୋପାଳ ପଟ୍ଟନାୟକ
କଳାକାରରବି ପ୍ରସାଦ ପାତ୍ର
ଏମ୍. ଡି. ବବୁଲ
ରୋହିତ
ମେଘା
ଚିତ୍ରଗ୍ରହଣଏମ. ଡି. ବବୁଲ
ମୁକ୍ତିଲାଭ ତାରିଖ
୭ ଜୁଲାଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ରବି ପ୍ରସାଦ ପାତ୍ର, ଏମ୍. ଡି. ବବୁଲ, ରୋହିତ, ମେଘା, ଲିଙ୍ଗରାଜ, ମୂରଲୀ, ଗୋପାଳ ସାମନ୍ତରାୟ, ଟୁନା ଟନ୍‌ଟନ୍, ବାସନ୍ତୀ ଜେନା, ବିଶ୍ୱଜିତ, ସୀମାଞ୍ଚଳ, ଅରୁଣ, ନରେଶ, ବାବୁଲି, ଅନୁ, ଅଙ୍କିତ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

  • ରବି ପ୍ରସାଦ ପାତ୍ର
  • ଏମ୍. ଡି. ବବୁଲ
  • ରୋହିତ
  • ମେଘା
  • ଲିଙ୍ଗରାଜ
  • ମୂରଲୀ
  • ଗୋପାଳ ସାମନ୍ତରାୟ
  • ଟୁନା ଟନ୍‌ଟନ୍
  • ବାସନ୍ତୀ ଜେନା
  • ବିଶ୍ୱଜିତ
  • ସୀମାଞ୍ଚଳ
  • ଅରୁଣ
  • ନରେଶ
  • ବାବୁଲି
  • ଅନୁ
  • ଅଙ୍କିତ

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "ଚଳଚ୍ଚିତ୍ର 'ପ୍ରତିଜ୍ଞା'ର ପ୍ରିମିୟର ସୋ'". ସମ୍ବାଦ. ଜୟପୁର. 8 July 2022. Archived from the original on 25 October 2022. Retrieved 25 October 2022.

ବାହାର ଆଧାର ସମ୍ପାଦନା