ସହରାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ସଂସ୍ଥାକୁ ପୌରସଂସ୍ଥା କୁହାଯାଏ ୤ ପୌରସଂସ୍ଥା ଗୁଡ଼ିକ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ନଗପାଳିକା, ନିଗମ ଓ ମହାନଗର ନିଗମ ୤

ପୌର ସଂସ୍ଥା
ପୁରୀ ପୌର ସଂସ୍ଥା

ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ପାଦନା

ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ. ଏ. ସି. ଦଶହଜାରରୁ ଅଧିକ ଲୋକ ବାସ କରୁଥିବା ସହରମାନଙ୍କରେ କାର୍ଯ୍ୟ କରେ ୤

ନଗରପାଳିକା ସମ୍ପାଦନା

ନଗରପାଳିକା ବା ମ୍ୟୁନିସିପାଲିଟି ଏକଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ ୤

ନିଗମ ସମ୍ପାଦନା

ନିଗମ ବା କର୍ପୋରେସନ ଦୁଇଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ ୤

ମହାନଗର ନିଗମ ସମ୍ପାଦନା

ମହାନଗର ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ ୤

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା