ପରେଶ କୁମାର ପଟ୍ଟନାୟକ
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ
ପରେଶ କୁମାର ପଟ୍ଟନାୟକ, ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୧] ସେ ୧୯୬୦ ମସିହାରେ ନିଜ ମାମୁଁଘର ଗାଁ ଖୋର୍ଦ୍ଧା ଜିଲ୍ଲାର ଛଣଗିରିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ପୁରୀ ଜିଲ୍ଲାର ବାଣପୁରର ଖଜୁରିଆ ।
ପରେଶ କୁମାର ପଟ୍ଟନାୟକ | |
---|---|
ଜନ୍ମ | ୧୯୬୦ ଛଣଗିରି, ଖୋର୍ଦ୍ଧା |
ଜାତୀୟତା | ଭାରତୀୟ |
ରଚନାବଳୀ ସମ୍ପାଦନା
ପରେଶଙ୍କର ତେରଟି ଗଳ୍ପ ସଂକଳନ ଓ ତିନିଟି ଉପନ୍ୟାସ ପ୍ରକାଶ ପାଇସାରିଛି ।
ଗଳ୍ପ ସଂକଳନ ସମ୍ପାଦନା
|
ଉପନ୍ୟାସ ସମ୍ପାଦନା
|
ସମ୍ମାନ ଓ ପୁରସ୍କାର ସମ୍ପାଦନା
ଆଧାର ସମ୍ପାଦନା
- ↑ http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL070
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁଲାଇ ୯-୨୨, ୨୦୧୬ ପୃଷ୍ଠା ୪. Retrieved 11 July 2016.
- ↑ http://www.orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.