ପଞ୍ଜାବ ମେଲ
12137/12138 ପଞ୍ଜାବ ମେଲ ଭାରତୀୟ ରେଳବାଇର କେନ୍ଦ୍ରୀୟ ରେଳ ଯୋନ ଅଧୀନରେ ଚାଲୁଥିବା ଏକ ସୁପରଫାଷ୍ଟ ଏକ୍ସପ୍ରେସ ଶ୍ରେଣୀର ଟ୍ରେନ । ଏହା ଦୈନିକ ମୁମ୍ବଇ ଛତ୍ରପତି ଶିବାଜୀ ଟର୍ମିନସରୁ ଫିରୋଜପୁର ପର୍ଯ୍ୟନ୍ତ ଚାଲିଥାଏ ।
Overview | |
---|---|
Service type | Superfast |
First service | 1 June 1912 as Punjab Limited |
Current operator(s) | Central Railway |
Route | |
Start | Mumbai CST |
Stops | 56 as 12137 Punjab Mail, 54 as 12138 Punjab Mail |
End | Ferozpur |
Distance travelled | 1,930 km (1,199 mi) |
Service frequency | Daily |
On-board services | |
Class(es) | AC 1st Class, AC 2 tier, AC 3 tier, Sleeper Class, General Unreserved |
Seating arrangements | Yes |
Sleeping arrangements | Yes |
Catering facilities | Pantry Car attached |
Observation facilities | 12027/12028 Chennai Mumbai CST Superfast Mail |
Technical | |
Rolling stock | Standard Indian Railway coaches |
Track gauge | |
Operating speed | 110 km/h (68 mph) maximum 56.83 km/h (35 mph), including halts |
ଇତିହାସ ସମ୍ପାଦନା
ଜୁନ 1, 1912 ମସିହାରେ ତାହାର ପ୍ରଥମ ଯାତ୍ରା ଆରମ୍ଭ କରିଥିବା ପଞ୍ଜାବ ମେଲ ଭାରତୀୟ ରେଳବାଇ ଇତିହାସରେ ସର୍ବପୁରତନ ଟ୍ରେନ ସେବା । ସେହି ସମୟରେ ଦି ପଞ୍ଜାବ ଲିମିଟେଡ ଭାବରେ ପରିଚିତ ଥିବା ଏହି ଟ୍ରେନ ବଲ୍ଲଡ ପିଅରଠାରୁ ପେଶାବର ଯାଇ ଚଳୁଥିଲା । ଏଥିରେ ମୁଖ୍ଯତଃ ବ୍ରିଟିଶ ଅଫିସର ଓ ଅନନ୍ୟ କର୍ମଚାରୀମାନେ ଓ ତାଙ୍କ ପରିବାର ସିଧା ସଳଖ ଜାହାଜରୁ ଟ୍ରେନରେ ବସି ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ଯାଉଥିଲେ ।
1914 ମସିହାରେ ବାହାରୁଥିବା ଷ୍ଟ୍ରେସନ ଭିକ୍ଟୋରିଆ ଟର୍ମିନସକୁ ପରିବର୍ତିତ ହେଲା । ସ୍ୱାଧୀନତା ପରେ ବିଭାଜନ ଯୋଗୁଁ ପେଶୱାର ପାକିସ୍ଥାନରେ ରହିବାରୁ ଟ୍ରେନ ଫିରୋଜପୁର ଯାଏ ଯାତ୍ରା କଲା । .
କୋଚ ସମୂହ ସମ୍ପାଦନା
ଏହି ମେଲ ଟ୍ରେନରେ ମେଲ ବଗି ଭିନ୍ନ 1ଟି ପ୍ରଥମ ଶ୍ରେଣୀ AC , 1ଟି 2 ଟାୟାର AC ,1ଟି 3 ଟାୟାର AC ତଥା ପ୍ରଥମ୍ସ ଶ୍ରେଣୀ ସହ , 5ଟି 3 ଟାୟାର AC ଓ 10ଟି ସ୍ଳିପର ଲାଗିଥାଏ । ଏଥିରେ 4ଟି ଅସଂରକ୍ଷିତ ବଗି ସହ ପାନ୍ତରୀ କାର ଭି ରହେ ।
ସେବା ସମ୍ପାଦନା
ଏହିଟ୍ରେନ 1930 କିଲୋମିଟର ଯାତ୍ରାପଥ ଅତିକ୍ରମ କରିବାକୁ 33 ଘଣ୍ଟା 55 ମିନିଟ ଲାଗେ । ଏହାର ହାରାହାରି ବେଗ 56.76 ଓ ଏହା ସୁପରଫାଷ୍ଟ ଶ୍ରେଣୀର ।