ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କଳାବୁଦା
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ । ଏହା ଉଭୟ ତଳକୁସୁମା ଓ ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ । [୨]
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ | |
---|---|
ଅବସ୍ଥାନ | |
କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ | |
ବିବରଣୀ | |
Type | ଉଚ୍ଚ ବିଦ୍ୟାଳୟ |
ପ୍ରତିଷ୍ଠା | ୧୯୯୨ |
ଅଧ୍ୟକ୍ଷ | ଗୋପବନ୍ଧୁ ମିଶ୍ର[୧] |
ପ୍ରଧାନ ଶିକ୍ଷକ | ପ୍ରଧାନ ଶକ୍ଷକ |
କର୍ମଚାରୀ | ୯ |
ଶିକ୍ଷକଗଣ | ୮ |
ଶ୍ରେଣୀ | ଅଷ୍ଟମରୁ ଦଶମ |
Affiliation | ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ |
ତଥ୍ୟ ସମ୍ପାଦନା
ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଯାଏଁ ପିଲା ପଢନ୍ତି । ଏଠାରେ ମୋଟ ୮ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି ।[୩]
ଇତିହାସ ସମ୍ପାଦନା
୧୯୯୨ମସିହାରେ ଏହି ବିଦ୍ୟାଳୟଟି ପ୍ରତିଷ୍ଠା କରାଯାଇଥିଲା ।
ପରିସର ଓ କୋଠାବାଡି ସମ୍ପାଦନା
ଏହି ବିଦ୍ୟାଳୟରେ ମୋଟ ଦୁଇଟି ଘର ଅଛି । ଖେଳ ପଡ଼ିଆ ଓ ପାଠାଗାର ଅଛି।[୪]
ବିଦ୍ୟାଳୟ କାର୍ଯ୍ୟକଳାପ ସମ୍ପାଦନା
ଖେଳ ସମ୍ପାଦନା
ବିଦ୍ୟାଳୟରେ ଖୋ ଖୋ , କ୍ରିକେଟ, ଫୁଟବଲ, କବାଡି ଇତ୍ୟାଦି ଖେଳାଯାଏ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ତଜିଲ୍ଲା ଏବଂ ଅନ୍ତରାଜ୍ୟ ସ୍ତରରେ ବିଭିନ୍ନ ଖେଳରେ ଭାଗ ନିଅନ୍ତି ।
କମ୍ପ୍ୟୁଟର ଶିକ୍ଷା ସମ୍ପାଦନା
ଜଣାଶୁଣା ଛାତ୍ର ସମ୍ପାଦନା
ଆଧାର ସମ୍ପାଦନା
- ↑ "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06.
{{cite web}}
: Cite has empty unknown parameter:|1=
(help) - ↑ http://www.icbse.com/schools/panchayat-high-school/21100305303