ନେତ୍ର ମାନସେଠ୍ (ଜନ୍ମ: ୧ ଜୁଲାଇ ୧୯୬୭ ) ଜଣେ ଓଡ଼ିଆ ରାଜନୀତିଜ୍ଞ[୧]। ସେ କନ୍ଧମାଳ ଜିଲ୍ଲା ପରିଷଦରେ ଜଣେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ୨୦୦୭ ମସିହାରେ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ସେ ଉପସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ନେତ୍ର ମାନସେଠ୍
ଉପାଧ୍ୟକ୍ଷ: କନ୍ଧମାଳ ଜିଲ୍ଲା ପରିଷଦ | ୨୦୦୭
ନିର୍ବାଚନ ମଣ୍ଡଳୀକନ୍ଧମାଳ (ଜିଲ୍ଲା ପରିଷଦ)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-07-01) ୧ ଜୁଲାଇ ୧୯୬୭ (ବୟସ ୫୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଭାଷିନୀ ଦେଶିନୟକ୍
ବାପା/ବୋଉଦୁଃଖୁ ମାନସେଠ୍ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

୨୯୬୭ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁଃଖୁ ମାନସେଠ୍ ଏବଂ ସ୍ତ୍ରୀଙ୍କ ନାମ ସୁଭାଷିନୀ ଦେଶିନୟକ୍।[୧]

ରାଜନୈତିକ ଜୀବନ ସମ୍ପାଦନା

କରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ଅଭିନେତା ଜୀବନ ସମ୍ପାଦନା

ଛୋଟ ବୟସରୁ ଭିଭିନ୍ନ କଳାରେ ନିପୁର। ବିଶ୍ୱ ଭାରତୀ, ସନ୍ତିନିକେତନ, କଲିକତା ତରଫରୁ ଆୟୋଜିତ ଇଣ୍ଡିଆ ୟୁଥ୍ ଫେଷ୍ଟିଭାଲରେ ତାଙ୍କୁ ବେଷ୍ଟ ଆକ୍ଟର ଇନ୍ ଡ୍ରାମାର ପୁରସ୍କାର ଦିଯାଇଛି।

ଆଧାର ସମ୍ପାଦନା