ନରେନ୍ଦ୍ର ଭୋଇ

ଓଡ଼ିଆ-ଭାଷାଭାଷୀ କବି

ନରେନ୍ଦ୍ର ଭୋଇ (ଜନ୍ମ: ୧୯୭୯) ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଜନ୍ମିତ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ତିନୋଟି କବିତା ପୁସ୍ତକର ରଚୟିତା ଏବଂ ତଥା ୨୦୧୪ରେ କବିତା ସଂକଳନ ପୀଡ଼ା ପର୍ବ ପାଇଁ ସାହିତ୍ୟ ଏକାଡେମୀ ଯୁବ ଏକାଡେମୀ ପୁରସ୍କାର ଲାଭକରିଥିଲେ ।

ନରେନ୍ଦ୍ର ଭୋଇ
Narendra Bhoi
୨୦୨୩ ମସିହାର କବି ବସନ୍ତ ମୁଦୁଲି କବିତା ପୁରସ୍କାର ଉତ୍ସବରେ ନରେନ୍ଦ୍ର ଭୋଇ
ଜନ୍ମ ଓ ଜନ୍ମସ୍ଥାନ (1979-07-22) ୨୨ ଜୁଲାଇ ୧୯୭୯ (ବୟସ ୪୪)
ନୂର୍ପା, ମନମୁଣ୍ଡା, ବୌଦ୍ଧ ଜିଲ୍ଲା
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପୀଡ଼ା (୨୦୧୪)
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର[୧]
ସଙ୍ଗୀଭୁବନ ଭୋଇ (ବାପା)
ଘରଯୋଗୀ ଭୋଇ (ମାଆ)

ଜୀବନୀ ସମ୍ପାଦନା

ନରେନ୍ଦ୍ର ଭୋଇ ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ୧୯୭୯ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨][୩]

ସାହିତ୍ୟ ରଚନା ସମ୍ପାଦନା

ନରେନ୍ଦ୍ର ଭୋଇ ମୁଖ୍ୟତଃ ଓଡ଼ିଆରେ କବିତା ରଚନା କରନ୍ତି ଓ ସେ ତିନୋଟି କବିତା ପୁସ୍ତକର ରଚୟିତା ।[୨][୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

୨୦୧୪ ମସିହାରେ କବିତା ସଂକଳନ ପୀଡ଼ା ପର୍ବ ପାଇଁ ନରେନ୍ଦ୍ର ଭୋଇ ସାହିତ୍ୟ ଏକାଡେମୀ ଯୁବ ଏକାଡେମୀ ପୁରସ୍କାର ଲାଭକରିଥିଲେ ।[୪] ୨୦୨୨ ବର୍ଷ ପାଇଁ ସେ ୨୦୨୩ ଅକ୍ଟୋବର ମାସରେ ସେ ବସନ୍ତ ମୁଦୁଲି କବିତା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧][୨][୫]

ଆଧାର ସମ୍ପାଦନା

  1. ୧.୦ ୧.୧ "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in ଆମେରିକୀୟ ଇଂରାଜୀ). 2023-10-16. Retrieved 2023-10-20.
  2. ୨.୦ ୨.୧ ୨.୨ Otv, News Desk. "'କବି ବସନ୍ତ ମୁଦୁଲି କବିତା' ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ". ‘କବି ବସନ୍ତ ମୁଦୁଲି କବିତା’ ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ. Retrieved 2023-10-20.
  3. ୩.୦ ୩.୧ Mallick, Rakesh (2023-10-17). "ନରେନ୍ଦ୍ର ଏବଂ ଚିତ୍ତରଞ୍ଜନ ପାଇବେ 'କବି ବସନ୍ତ ମୁଦୁଲି କବିତା ପୁରସ୍କାର' -" (in ଆମେରିକୀୟ ଇଂରାଜୀ). Retrieved 2023-10-20.
  4. Guest (2020-09-21). "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧ ପାଇଁ ପୁସ୍ତକ ଆହ୍ୱାନ : ଅକ୍ଟୋବର ୨୦ ସୁଦ୍ଧା ଆବେଦନ କରନ୍ତୁ ଲେଖକ, ପ୍ରକାଶକ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-10-20.
  5. "କବି ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷଣା" (PDF). ସମୟ. 2023-10-17. Archived from the original (PDF) on 2023-10-20. Retrieved 20 October 2023.

ବାହାର ଆଧାର ସମ୍ପାଦନା