ନତକାଇ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ନତକାଇ | |
---|---|
ଗ୍ରାମ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ |
ପଞ୍ଚାୟତ ସମିତି | ନିଶ୍ଚିନ୍ତକୋଇଲି |
ଗ୍ରାମ ପଞ୍ଚାୟତ | ନତକାଇ |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪ ୨୦୭[୧] |
Area code | +୦୬୭୧ |
ଯାନବାହାନ ପଞ୍ଚୀକରଣ | OR/05 |
ନତକାଇ ଓଡ଼ିଶାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଥିବା ଏକ ଗାଆଁ ।
ଗମନାଗମନ ସମ୍ପାଦନା
ଏହା ସାଲେପୁର ନିକଟରେ ଅବସ୍ଥିତ । ଏହା କଟକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା ସମ୍ପାଦନା
ଶିକ୍ଷା ସମ୍ପାଦନା
ସ୍କୁଲ ସମ୍ପାଦନା
ଏହାର ଅନତି ଦୂରରେ 'ବାଣୀନଗର' (ବଣୁଆ ସାହି)ଠାରେ ଏକ ନିମ୍ନପ୍ରାଥମିକ ବିଦ୍ୟାଳୟ ଓ ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟ, 'ମୁକୁନ୍ଦପୁର'ଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ 'ଏକରୁଖି'ଠାରେ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଛି ।
ଅନ୍ୟାନ୍ୟ ସମ୍ପାଦନା
ଏହି ଗ୍ରାମର 'ବାଣୀନଗର'ଠାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ 'ଛନ୍ଦାବଜାର'ଠାରେ ଡାକଘର ଅଛି ।
ପର୍ଯ୍ୟଟନ ସମ୍ପାଦନା
ଏହି ଗାଆଁରେ ଗ୍ରାମଦେବତୀ ମଙ୍ଗଳାଙ୍କ ମନ୍ଦିର ସହ ଶକ୍ତିଶ୍ୱର ଶିବ ମନ୍ଦିର, କାଳୀ ମନ୍ଦିର, ତ୍ରିନାଥ ମନ୍ଦିର, ଶିରିଡି ସାଇ ମନ୍ଦିର, ହିଙ୍ଗୁଳା ମନ୍ଦିର ଓ ଗୋଟିଏ ମସଜିଦ ଅଛି । ଏଠାରେ ପ୍ରତିବର୍ଷ ଦୋଳ ମେଳଣ ଓ ପଣା ସଂକ୍ରାନ୍ତି ଦିନ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ[ଆଧାର ଲୋଡ଼ା] ।
ବ୍ୟକ୍ତିବିଶେଷ ସମ୍ପାଦନା
- କାଳନ୍ଦୀ ଚରଣ ବେହେରା (କଟକ ସଦର ବିଧାୟକ[ଆଧାର ଲୋଡ଼ା]
- ଚନ୍ଦ୍ରସାରଥି ବେହେରା (ସାଲେପୁର ବିଧାୟକ)[ଆଧାର ଲୋଡ଼ା]
ଆହୁରି ଦେଖନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |