ଦ୍ରୌପଦୀ ପାଞ୍ଚଳର ରାଜା ଦ୍ରୌପଦଙ୍କ ଝିଅ । ତାଙ୍କ ଜନ୍ମ ମହାରାଜା ଦ୍ରୌପଦଙ୍କ ଯଜ୍ଞକୁଣ୍ଡରେ ହୋଇଥିଲା। ତାଙ୍କର ବିବାହ ପଞ୍ଚୁପାଣ୍ଡବଙ୍କ ସହିତ ହୋଇଥିଲା । କୃଷ୍ଣା, ଯାଜ୍ଞସେନୀ, ସୌରନ୍ଧ୍ରୀ ନାମରେ ମଧ୍ୟ ସେ ପ୍ରସିଦ୍ଧ ।

ଦ୍ରୌପଦୀ
Draupadi, painting by Raja Ravi Varma
ବୈବାହିକ-ସାଥୀ(s)ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ
ସନ୍ତାନଉପପାଣ୍ଡବ
ପିତାମାତା
ଦ୍ରୌପଦ (ବାପା)
ଦ୍ରୌପଦୀ

ଜନ୍ମ ସମ୍ପାଦନା

ପାଣ୍ଡବଙ୍କ ସହ ବିବାହ ସମ୍ପାଦନା

ଆଧାର ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା

ଛାଞ୍ଚ:ମହାଭାରତ