ଡୁଡୁମା ଜଳପ୍ରପାତ

ଜଳପ୍ରପାତ
ଡୁଡୁମା ଜଳପ୍ରପାତ
ଡୁଡୁମ ଜଳପ୍ରପାତ
ଡୁଡୁମା ଜଳପ୍ରପାତ is located in Odisha
ଡୁଡୁମା ଜଳପ୍ରପାତ
ଡୁଡୁମା ଜଳପ୍ରପାତ
ଓଡ଼ିଶାରେ ଡୁଡୁମା ଜଳପ୍ରପାତର ଅବସ୍ଥାନ
ଅବସ୍ଥାନକୋରାପୁଟ ଜିଲ୍ଲା, ଓଡ଼ିଶା, ଭାରତ
ଉଚ୍ଚତା୧୫୭ ମିଟର
ଖାଲମାନଙ୍କ ସଂଖ୍ୟା

ଅବସ୍ଥାନ ସମ୍ପାଦନା

ଭୁଜକୋଟି: 18°31′6.68″N 82°27′12.83″E / 18.5185222°N 82.4535639°E / 18.5185222; 82.4535639[୧]

ଡୁଡୁମା ଜଳପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ । ଏହାରର ଉଚ୍ଚତା ୧୫୭ ମିଟର (୫୧୫ ଫୁଟ) ।[୨]ଏହା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ଏଠାରେ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ତ୍ରିକ୍ ପାବାର ପ୍ରୋଜେକ୍ଟଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ । ଡୁଡୁମା କୋରାପୁଟଠାରୁ ପ୍ରାୟ ୯୨କିଲୋମିଟର ଓ ବିଶାଖପାଟଣାଠାରୁ ପ୍ରାୟ ୨୦୦ କିଲୋମିଟର । ଏହା ଓଡ଼ିଶାଆନ୍ଧ୍ର ପ୍ରଦେଶ ମଧ୍ୟରେ ଅବସ୍ଥିତ ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା