ଡିଗୋକ୍ସିନ ଇମ୍ୟୁନ ଫାବ

ଡିଗୋକ୍ସିନ ଇମ୍ୟୁନ ଫାବ (ଇଂରାଜୀ ଭାଷାରେ Digoxin immune fab), ଅନ୍ୟମାନଙ୍କ ମଧ୍ୟରେ ଡିଜିବିଣ୍ଡ ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଡିଗୋକ୍ସିନ ବିଷକ୍ରିୟାର ପ୍ରତିକାର ପାଇଁ ଏକ ଆଣ୍ଟିଡୋଟ ।[୨] ଏହା ଏକ୍ଲାମ୍ପସିଆ ରୋଗ ପାଇଁ ଏବଂ ଓଲିଆଣ୍ଡର ବା ଫକ୍ସଗ୍ଲୋଭ୍ ଭଳି କେତେକ ଉଦ୍ଭିଦର ବିଷକ୍ରିୟା ପାଇଁ ବ୍ୟବହାର କରାଯାଇପାରେ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ୩୦ ମିନିଟ୍ ମଧ୍ୟରେ ଏହି ଔଷଧର ଉପକାର ମିଳେ ।[୨]

ଡିଗୋକ୍ସିନ ଇମ୍ୟୁନ ଫାବ
Bottle of digoxin immune fab
Clinical data
Trade namesDigibind, DigiFab, others
SynonymsDigoxin-specific antibody
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
IV infusion, injection
Pharmacokinetic data
Onset of action30 min[୧]
Elimination half-life15 hours for DigiFab, 23 hours for Digibind
Duration of action15 to 20 hrs[୧]
ExcretionKidney
Identifiers
  • Anti-digoxin antibody fragment
Chemical and physical data
FormulaC2085H3223N553O672S16
Molar mass୪୭,୩୦୧.୮୮ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ରକ୍ତ ପୋଟାସିୟମ୍ ଏବଂ ହୃଦ୍‌ପାତ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ସହିତ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଯେତେବେଳେ ଆବଶ୍ୟକ ହୁଏ, ଏହାକୁ ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରାଯାଇପାରେ ।[୩] ଏହା ରକ୍ତରେ ଡିଗୋକ୍ସିନ୍ ଏବଂ ଅମତୁଲ ଯୌଗିକ ପଦାର୍ଥମାନଙ୍କ ସ‌ହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]

୧୯୮୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିଗୋକ୍ସିନ ଇମ୍ୟୁନ ଫାବ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ଗୋଟିଏ ୪୦ ମିଗ୍ରାର ଭାଏଲର ଭିଆଲ୍ ମୂଲ୍ୟ ପ୍ରାୟ ୭୫୦ ପାଉଣ୍ଡ ଅଟେ ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪,୨୦୦ ଡଲାର ଅଟେ । [୬] ଏହା ଡିଗୋକ୍ସିନ୍ ଡେରିଭେଟିଭଦ୍ୱାରା ଇମ୍ୟୁନାଇଜ୍‌ଡ ବା ପ୍ରତିରୋପିତ ହୋଇଥିବା

ମେଣ୍ଢାମାନଙ୍କର ଆଣ୍ଟିବଡିରୁ ତିଆରି ହେଉଛି ।[୨] [୭]

ଆଧାର ସମ୍ପାଦନା

  1. ୧.୦ ୧.୧ "digoxin immune Fab (ovine)". www.glowm.com. Archived from the original on 29 August 2021. Retrieved 8 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Digoxin Immune Fab Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 22 July 2021.
  3. Briggs, Gerald G.; Freeman, Roger K.; Yaffe, Sumner J. (2008). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 542. ISBN 978-0-7817-7876-3. Archived from the original on 2021-08-28. Retrieved 2021-07-22.
  4. Shagufta, Dr Chandrawati Jee; Jee, Chandrawati (2008). Textbook Of Biotechnology (in ଇଂରାଜୀ). APH Publishing. p. 117. ISBN 978-81-313-0367-2. Archived from the original on 2021-08-28. Retrieved 2021-07-22.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1440. ISBN 978-0-85711-369-6.{{cite book}}: CS1 maint: date format (link)
  6. "DigiFab Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 22 July 2021.
  7. Sealock, Kara; Seneviratne, Cydnee; Lilley, Linda Lane; Collins, Shelly Rainforth; Snyder, Julie S. (18 October 2020). Lilley's Pharmacology for Canadian Health Care Practice - E-Book (in ଇଂରାଜୀ). Elsevier Health Sciences. p. 417. ISBN 978-0-323-69481-0. Archived from the original on 29 August 2021. Retrieved 22 July 2021.