ଡିଂଗ୍ରୀ ନାଗରାଜ

ଭାରତୀୟ ଅଭିନେତା

ଡିଂଗ୍ରୀ ନାଗରାଜ ଜଣେ ଭାରତୀୟ ଅଭିନେତା, ଯିଏକି କନ୍ନଡ଼ କଥାଚିତ୍ର ଜଗତରେ କାମ କରୁଛନ୍ତି । ସେ ସୋଲିଲାଡା ସାରଦାର (୧୯୯୨), ଡୋରେ (୧୯୯୫) ଏବଂ ବଙ୍ଗାରାଡ଼ା କାଲାଶା (୧୯୯୫) ଆଦି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ସେ କଥାଚିତ୍ର ସହିତ ଦୂରଦର୍ଶନରେ ମଧ୍ୟ କା ମକରନ୍ତି ।

ଡିଂଗ୍ରୀ ନାଗରାଜ
୨୦୨୦ରେ ନାଗରାଜ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସନ୍ତାନ[୧][୨]

ପେଷା ସମ୍ପାଦନା

ସେ କନ୍ନଡ଼ ଭାଷାରେ ୧୬୫ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୩]

ବଛାବଛା କଥାଚିତ୍ରର ତାଲିକା ସମ୍ପାଦନା

  • ମଲ୍ଲିଗେ ହୁଭେ (୧୯୯୨)
  • ରାଜାଧୀ ରାଜ (୧୯୯୨)
  • ମନେ ଦେବରୁ (୧୯୯୩)
  • ହୁଲି ହେବ୍ବୁଲି (୧୯୮୭)
  • ମନେୟେ ମନ୍ତ୍ରାଳୟ (୧୯୮୬)
  • ଶିବ କୋଟା ସୌଭାଗ୍ୟ (୧୯୮୫)
  • ନିନ୍ନେ ପ୍ରୀଥିସୁଭେ (୨୦୦୨)
  • ଅଜ୍ଜୁ (୨୦୦୪)
  • ଜଗଡେକା ବୀରା (୧୯୯୧)
  • ପ୍ରଚଣ୍ଡ ପୁଟାନିଗଲୁ (୧୯୮୧)
  • ଅନୁପମା (୧୯୮୧)
  • ଅଭାଲା ନେରାଲୁ (୧୯୮୩)

ଦୂରଦର୍ଶନ ସମ୍ପାଦନା

  1. ଗୌରୀପୁରଦା ଗୟାଲିଗଲୁ (୨୦୨୧)
  2. ସୁନ୍ଦରୀ (୨୦୨୧–ଏବେଯାଏଁ)
  3. କାଦମ୍ବରୀ (୨୦୨୧)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "Rajvardan makes his Sandalwood debut". timesofindia.indiatimes.com. August 31, 2013. Archived from the original on February 24, 2018. Retrieved August 31, 2013.
  2. "Just because i am an actor's son,i don't get a red-carpet welcome". newindianexpress.com. 7 November 2016. Archived from the original on 25 February 2018. Retrieved 7 November 2016.
  3. "Dingri Nagaraj: Filmography". Chiloka.com. 2017. Archived from the original on 25 February 2018. Retrieved 24 February 2018.
  4. "Kempegowda awards presented". The Hindu. Archived from the original on 2018-06-09.
  5. "150 selected for Kempegowda Award this year". Deccan Herald. Archived from the original on 2018-01-19.
  6. "Dingri Nagaraj". nettv4u.com. Archived from the original on 2018-01-19.

ବାହାର ଲିଙ୍କ୍ ସମ୍ପାଦନା