ଟିଲଡ୍ରାକିଜୁମାବ

ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ଲେକ୍ ସୋରିଆସିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଟିଲଡ୍ରାକିଜୁମାବ (ଇଂରାଜୀ ଭାଷାରେ Tildrakizumab), ଅନ୍ୟମାନଙ୍କ ମଧ୍ୟରେ ଇଲୁମିଆ ଏକ ବିକ୍ରୟ ନାମ, ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ଲେକ୍ ସୋରିଆସିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯୁକ୍ତରାଜ୍ୟରେ କେବଳ ଗୁରୁତର ରୋଗରେ ଏହା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ଯାହାର ଅନ୍ୟ ଚିକିତ୍ସାରେ କିଛି ଉପଶମ ହୋଇନାହିଁ ।[୨] ଚର୍ମ ତଳେ ଇଞ୍ଜେକ୍ସନ ଦେଇ ଏହା ଦିଆଯାଏ | [୩]

ଟିଲଡ୍ରାକିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetIL23
Clinical data
Trade namesIlumya, Ilumetri
SynonymsTildrakizumab-asmn
AHFS/Drugs.commonograph
MedlinePlusa618026
data
Pregnancy
category
  • AU: B1
  • US: N (Not classified yet)
Routes of
administration
Subcutaneous injection
Legal status
Legal status
Chemical and physical data
FormulaC6426H9918N1698O2000S46
Molar mass୧,୪୪,୪୩୬.୬୮ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପିଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ସଂକ୍ରମଣ ଏବଂ ଅଇ ହୁଏ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଗର୍ଭଧାରଣ ସମୟରେ ଓ ତାହା ପୂର୍ବରୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଇଣ୍ଟରଲୁକିନ-23 (ଆଇଏଲ୍ -23) ନାମକ ଏକ ସାଇଟୋକାଇନକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ କରେ | [୧]

୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟିଲଡ୍ରାକିଜୁମାବ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରା ପିଛା ମୂଲ୍ୟ ୩୨୫୦ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୩୦୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Tildrakizumab-asmn Monograph for Professionals". Drugs.com (in ଇଂରାଜୀ). Archived from the original on 29 September 2021. Retrieved 4 October 2021.
  2. ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ "Ilumetri". Archived from the original on 25 June 2019. Retrieved 4 October 2021.
  4. "Ilumya Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 September 2021. Retrieved 4 October 2021.