ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ
ଭାରତର ଏକ ହିନ୍ଦୁ ମନ୍ଦିର
ଏହି ଜଗନ୍ନାଥ ମନ୍ଦିର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ନଗରର ଆଗରାଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ବେଙ୍ଗାଳୁରୁ |
State | କର୍ଣ୍ଣାଟକ |
Country | ଭାରତ |
Website | |
sjttbangalore.org |
ଅବସ୍ଥାନ ସମ୍ପାଦନା
ଏହା ବେଙ୍ଗାଳୁରୁ ନଗର ଉପକଣ୍ଠରେ ଥିବା ଆଉଟର ରିଙ୍ଗ ରୋଡ଼ରେ 'ଆଗରା'ଠାରେ ୧୨° ୫୫' ୨୬.୫୮" ଉତ୍ତର ଅକ୍ଷାଂଶ ଓ ୭୭° ୩୮' ୫୮.୪୨" ପୂର୍ବ ଦ୍ରାଘିମାରେ ଅବସ୍ଥିତ ।
ପ୍ରମୁଖ ଦେବତା ସମ୍ପାଦନା
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣ ସମ୍ପାଦନା
ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
ଗ୍ୟାଲେରି ସମ୍ପାଦନା
ଆଧାର ସମ୍ପାଦନା
- ↑ "Snana Purnima celebrated by Oriya Association". Archived from the original on 2011-02-08. Retrieved 2011-07-04.
- ↑ Ratha Yatra at Bangalore 2006, 07, 08, 09[permanent dead link]
ବାହାର ଆଧାର ସମ୍ପାଦନା
- Orissa Cultural Academy Archived 2011-07-12 at the Wayback Machine.