ଛବିରାଣୀ

୨୦୧୯ର ଓଡ଼ିଆ କଥାଚିତ୍ର

ଛବିରାଣୀ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବୁଦ୍ଧଦେବ ସାହୁ ଓ ମନୋରମା ମହାପାତ୍ର । ବବି ଇସଲାମ୍ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଛବିରାଣୀ
ନିର୍ଦ୍ଦେଶକବବି ଇସ୍‌ଲାମ୍
ପ୍ରଯୋଜକବୁଦ୍ଧଦେବ ସାହୁ
ମନୋରମା ମହାପାତ୍ର
ଚିତ୍ରନାଟ୍ୟବବି ଇସ୍‌ଲାମ୍
କାହାଣୀବବି ଇସ୍‌ଲାମ୍
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ମିହିର ଦାସ
ସାତ୍ୟକି ମିଶ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୯ ସେପ୍ଟେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ।[୨] ଅମନ, ଚନ୍ଦ୍ରାଣୀ, ମିହିର ଦାସ, ସାତ୍ୟକି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଶାର ୩୬ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ନିର୍ମାଣ ହେବ ଓଡ଼ିଆ ସିନେମା | Odisha Reporter". OdishaReporter.in. 24 October 2018. Retrieved 28 September 2019.
  2. "ସମ୍ବିତଙ୍କ ପ୍ରେମ". ସମାଜ ରବିବାର. ଓଡ଼ିଶା. 23 December 2018. p. ୮. Archived from the original on 27 December 2018. Retrieved 27 December 2018.
  3. "ପରଦାକୁ ଆସିଲା 'ଛବିରାଣୀ' | Odisha Reporter". OdishaReporter.in. 20 September 2019. Retrieved 28 September 2019.

ବାହାର ଆଧାର ସମ୍ପାଦନା