ଚିଥ୍ରାରାଳ ଜୈନ ମନ୍ଦିର

ଚିଥ୍ରାରାଳ ଜୈନ ମନ୍ଦିର ଭାରତୀୟ ରାଜ୍ୟ ତାମିଲନାଡୁର କନ୍ୟାକୁମାରୀଠାରେ ଚିଥ୍ରାରାଳ ଗ୍ରାମ ନିକଟସ୍ଥ ଏକ ପାହାଡ ଉପରେ ନବମ ଶତାବ୍ଦୀରେ ନିର୍ମିତ ଏକ ଜୈନ ପ୍ରଶିକ୍ଷଣ କେନ୍ଦ୍ରର ଭଗ୍ନାବଶେଷ । 

ଚିଥ୍ରାରାଳ ଜୈନ ମନ୍ଦିର
Chitharal Jain Monuments
ଚିଥ୍ରାରାଳ ଜୈନ ମନ୍ଦିର
Religion
ଅନୁବନ୍ଧଗୁଡ଼ିକJainism
Location
ସ୍ଥାନMarthandam, Kanyakumari district, Tamil Nadu

ସ୍ଥପତ୍ୟ  ସମ୍ପାଦନା

ଏହି ଭଗ୍ନାବଶେଷ ମାରଥାଣ୍ଡମଠାରୁ 7 କିଲୋମିଟର ଓ କନ୍ୟାକୁମାରୀଠାରୁ 55 କିଲୋମିଟର ଦୂରରେ ଅବସ୍ଥିତ । [ଆଧାର ଲୋଡ଼ା]

 ଚିତ୍ରାରାଳର ଇତିହାସିକ ନାମ ଚିରୁଚରନାଥୁପଲ୍ଲୀ ଥିଲା , ଯାହାକୁ ଦିଗମ୍ବର ଜୈନମାନେ ଆବାସ କରିଥିଲେ । ଏଠାରେ ଥିବା ପାହାଡରେ ଥିବା ଗୁମ୍ଫାରେ ପ୍ରସ୍ତର ଖୋଦିତ ତିରଥଙ୍କର ଓ ଅନନ୍ୟ ଆରାଧ୍ୟଙ୍କ ମୂର୍ତି ରହିଛି । ଏହା ସବୁ  ନବମ ଶତାବ୍ଦୀର କୀର୍ତ୍ତି ।[୧][୨] ଏଠାରେ ପ୍ରସରରୁ ଖୋଦିତଦେବୀ ଧର୍ମଦେବୀ[୩]ଙ୍କ ମୂର୍ତି ମଧ୍ୟ ରହିଛି । 610 ମସିହାରୁ 640 ମସିହା ଯାଏ ରାଜୁତି କରିଥିବା ରାଜା ମହେନ୍ଦ୍ରବର୍ମନଙ୍କଦ୍ୱାରା ଜୈନ ଧର୍ମର ପ୍ରସାରଣକୁ ଉତଶାହ ମିଳିଥିଲା । 

ଗ୍ୟାଲେରି  ସମ୍ପାଦନା

 
Chithral Jain Monument with Naga prathishta

ପୁନଶ ଦେଖଣା  ସମ୍ପାଦନା

  • Jainism in Kerala

ଆଧାର  ସମ୍ପାଦନା

  1. Anon (2005). Tourist Guide to South India. Sura Books. pp. 128–129.
  2. Rangarajan, H; Kamalakar, G; Reddy, AKVS; Venkatachalam, K (2001). Jainism: Art, Architecture, Literature & Philosophy. Sharada. p. 43.
  3. Shah, Umakant P (1987). Jaina Iconography. Abhinav Publications. p. 251.

ବାହ୍ୟ ଆଧାର  ସମ୍ପାଦନା