[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋତମରା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ପଞ୍ଚାୟତ ସମିତିବଅଁରପାଳ
ଗ୍ରାମ ପଞ୍ଚାୟତଗୋତମରା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯ ୧୨୮[୧]
Area code+୦୬୭୬୪
ଯାନବାହାନ ପଞ୍ଚୀକରଣOR/19

ଗୋତମରା ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଥାନା ଅଧୀନରେ ଥିବା ଏକ ଗାଆଁ |

ଗମନାଗମନ ସମ୍ପାଦନା

ଏହା ବଅଁରପାଳ ନିକଟରେ ଅବସ୍ଥିତ । ଏହା ଅନୁଗୁଳଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା ସମ୍ପାଦନା

ଶିକ୍ଷା ସମ୍ପାଦନା

ବିଦ୍ୟାଳୟ ସମ୍ପାଦନା

ଏହି ଗ୍ରାମରେ ଗୋଟିଏ ଉଚ୍ଚପ୍ରାଥମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ ସମ୍ପାଦନା

  • ଏହି ଗାଆଁର ବାସିନ୍ଦା 'ରଜନୀକାନ୍ତ ସିଂହ' (ବିଜୁ ଜନତା ଦଳ) ଅନୁଗୋଳ ବିଧାନ ସଭା ଆସନର ବିଧାୟକ ।

ପର୍ଯ୍ୟଟନ ସମ୍ପାଦନା

ଏହି ଗାଆଁଠାରୁ ଅଳ୍ପ ଦୂରରେ ଗ୍ରାମଦେବତୀ ମା ବ୍ରହ୍ମାୟଣୀ ମନ୍ଦିର ଓ କୁଣ୍ଢେଶ୍ୱର ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଆଶ୍ୱିନ ପୂର୍ଣ୍ଣିମାରେ 'ମା ବ୍ରହ୍ମାୟଣୀ'ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା