ଗଣେଶ ରାମ ସିଂ ଖୁଣ୍ଟିଆ

ଓଡ଼ିଆ ରାଜନୀତିଜ୍ଞ

ଗଣେଶ ରାମ ସିଂ ଖୁଣ୍ଟିଆ ଜଣେ ଓଡ଼ିଆ ରାଜନୀତିଜ୍ଞ । ଗଣେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗଣେଶ ରାମ ସିଂ ଖୁଣ୍ଟିଆ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମଙ୍ଗଳ ସିଂ ମୁଦି
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

ଗଣେଶ ରାମ ସିଂ ଖୁଣ୍ଟିଆ ଓଡ଼ିଶା ରାଜନୀତିରେ ଭାରତୀଯ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Ganesh Ram Singh Khuntia". odishaassembly.nic.in. Odisha Assembly. Retrieved 16 October 2019.