କୋଟିଏ ମଣିଷ ଗୋଟିଏ ଜଗା

୧୯୯୧ର କଥାଚିତ୍ର

ବିଜୟ ଭାସ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କୋଟିଏ ମଣିଷ ଗୋଟିଏ ଜଗା ୧୯୯୧ ମସିହାରେ ମୁକ୍ତିଲାଭ କରିଥିଲା ।

କୋଟିଏ ମଣିଷ ଗୋଟିଏ ଜଗା
ନିର୍ଦ୍ଦେଶକବିଜୟ ଭାସ୍କର
କଳାକାରବିଜୟ ମହାନ୍ତି, ତନ୍ଦ୍ରା ରାୟ, ରିତୁପର୍ଣା ସେନ୍‌ଗୁପ୍ତା, ଦେବୁ ବୋଷ, ରାଇ ମୋହନ, ବ୍ରଜ ସିଂ
ମୁକ୍ତିଲାଭ ତାରିଖ
୧୧ ଅକ୍ଟୋବର ୧୯୯୧[୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୭୨ଲକ୍ଷ ୬୦ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘କୋଟିଏ ମଣିଷ ଗୋଟିଏ ଜଗା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. କାଦମ୍ବିନୀ, ଅକ୍ଟୋବର ୨୦୧୧, ପୃଷ୍ଠା:୩୫
  2. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା