କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ

କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ (ହିନ୍ଦୀ : कंचन चौधरी भट्टाचार्य) ଜଣେ ଉତ୍ତରାଖଣ୍ଡର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଓ ବର୍ତ୍ତମାନ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ଉତ୍ତରାଖଣ୍ଡର ହରିଦ୍ୱାର ଲୋକ ସଭା ମଣ୍ଡଳୀରୁ ଆମ୍ ଆଦମୀ ପାର୍ଟି ତରଫରୁ ଲଢ଼ିଥିଲେ । ସେ ଆରକ୍ଷୀ ମହାନିର୍ଦ୍ଦେଶକ ହେବାରେ ପ୍ରଥମ ମହିଳା ଥିଲେ ଓ ୩୧ ଅକ୍ଟୋବର ୨୦୦୭ ଅବସର ଗ୍ରହଣ କରିଥିଲେ ।[୧] ସେ କିରଣ ବେଦୀଙ୍କ ପରେ ଦେଶର ଦ୍ୱିତୀୟ ଆଇପିଏସ୍ ଅଫିସର୍ ଥିଲେ ।[୨]

କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ
कंचन चौधरी भट्टाचार्य
ଜନ୍ମ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ବୃତ୍ତିଆଇପିଏସ୍ ଅଫିସର୍ (୧୯୭୩–୨୦୦୭)
ବୈବାହିକ-ସାଥୀଦେବ୍ ଭଟ୍ଟାଚାର୍ଯ୍ୟ
ସନ୍ତାନ୨ ଝିଅ
ପୁରସ୍କାର୧୯୮୯ରେ ଦୀର୍ଘ ଓ ଦକ୍ଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ
୧୯୯୭ରେ ବିଶେଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ
ଅନନ୍ୟ ମହିଳା ଭାବେ ୨୦୦୪ରେ ରାଜୀବ ଗାନ୍ଧୀ ପୁରସ୍କାର
ୱେବସାଇଟkanchan4aap.in

ଆଧାର ସମ୍ପାଦନା

  1. "Chaudhary, first woman DGP, retires". Indianexpress Portal. 31 October 2007.
  2. "Officer who changed the face of the police". The Hindu. 2012-07-26.

ଛାଞ୍ଚ:Aam Aadmi Party