କାଙ୍ଗୁଲା
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
କାଙ୍ଗୁଲା | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଅନୁଗୋଳ ଜିଲ୍ଲା |
ପଞ୍ଚାୟତ ସମିତି | ଅନୁଗୋଳ |
ଗ୍ରାମ ପଞ୍ଚାୟତ | କାଙ୍ଗୁଲା ବେନ୍ତପୁର |
ତହସିଲ | ଅନୁଗୋଳ |
Time zone | IST (+୫.୩୦) |
ଡାକ କୋଡ଼ | ୭୯୫୧୩୨[୧] |
Area code | +୦୬୭୬୪ |
ଯାନବାହାନ ପଞ୍ଚୀକରଣ | OD/19 |
କାଙ୍ଗୁଲା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ ସମ୍ପାଦନା
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୩ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା ସମ୍ପାଦନା
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ଗ୍ରାମରେ ପ୍ରଥମ ବିଦ୍ୟାଳୟ ୧-୪- ୧୮୫୩ ମସିହାରେ କମିଶନର ଗୋଲଡସ୍ ବେରିଙ୍କଦ୍ୱାରା ସ୍ଥାପିତ ହୋଇଥିଲା|
ସଂସ୍କୃତି ସମ୍ପାଦନା
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଆଧାର ସମ୍ପାଦନା
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |