କଳିଙ୍ଗ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ଜନ୍ମ ନେଇଥିବା ଅନେକ ଲିପି ମଧ୍ୟରୁ ଗୋଟିଏ ।[୧] ଏହା ଆଧୁନିକ ଓଡ଼ିଶାରେ ବ୍ୟବହାର କରାଯାଏ । କଳିଙ୍ଗ ଲିପି ଆଗକାଳରେ କଳିଙ୍ଗରେ ବୋଲାଯାଉଥିବା ପୁରାତନ ଓଡ଼ିଆ ଭାଷା ଲେଖିବାରେ ବ୍ୟବହାର କରଯାଉଥିଲା । ଏହା ବ୍ରାହ୍ମୀ ଲିପିରୁ ତିଆରି ହୋଇଛି ଓ ତାହା ପୁରାତନ ଲିପି ସହ ପାଖାପାଖି ସମାନ । ୧୧ଶ ଶତାବ୍ଦୀ ବେଳକୁ ଏହା ଆଉ ବ୍ୟବହାର କରାଯାଉନଥିଲା ଯେଉଁଥିରେ ଆଧୁନିକ ଓଡ଼ିଆ ଲିପି ତିଆରି ହୋଇ ବ୍ୟବହାରରେ ଲାଗିଲା ।

ଦ୍ରଷ୍ଟବ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା