କଥା ଦେଇଥିଲି ମା' କୁ
କଥା ଦେଇଥିଲି ମା' କୁ, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ ।[୧] ଏହା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।
କଥା ଦେଇଥିଲି ମା' କୁ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ବିଜୟ କାନ୍ଦୋଇ |
ଚିତ୍ରନାଟ୍ୟ | ହିମାଂଶୁ ପରିଜା |
କାହାଣୀ | ଅମିୟ ରଞ୍ଜନ ପଟ୍ଟନାୟକ |
କଳାକାର | ଋତୁପର୍ଣ୍ଣା ସେନଗୁପ୍ତା, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି |
ସଙ୍ଗୀତ | କୃଷ୍ନଚନ୍ଦ୍ର |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ ସମ୍ପାଦନା
- ଋତୁପର୍ଣ୍ଣା ସେନଗୁପ୍ତା[୨]
- ସିଦ୍ଧାନ୍ତ ମହାପାତ୍ର[୩]
- ଅନୁ ଚୌଧୁରୀ[୪]
- ବିଜୟ ମହାନ୍ତି
- ରୁନୁ ପରିଜା[୫]
- ସାତ୍ୟକି ମିଶ୍ର
ଆଧାର ସମ୍ପାଦନା
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ http://timesofindia.indiatimes.com/entertainment/bengali/movies/did-you-know-/Rituparno-Ghoshs-first-an-Oriya-film/articleshow/12248695.cms
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
- ↑ "ଆର୍କାଇଭ୍ କପି". Archived from the original on 2015-04-06. Retrieved 2016-01-20.
{{cite web}}
: Cite has empty unknown parameter:|1=
(help)
ବାହାର ଆଧାର ସମ୍ପାଦନା
- ଇଣ୍ଟରନେଟ ମୁଭି ଡାଟାବେସରେ କଥା ଦେଇଥିଲି ମା' କୁ