ଏ ମନ ଖୋଜେ ମନଟିଏ

୨୦୧୧ର ଓଡ଼ିଆ କଥାଚିତ୍ର

ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଏ ମନ ଖୋଜେ ମନଟିଏ ୨୦୧୧ ମସିହାରେ[୧] ମୁକ୍ତିଲାଭ କରିଥିଲା ।[୨]

ଏ ମନ ଖୋଜେ ମନଟିଏ
ନିର୍ଦ୍ଦେଶକରଞ୍ଜନ ମିଶ୍ର
ପ୍ରଯୋଜକଭବକ୍ରିଷ୍ଣା ମିଶ୍ର
ସଂଳାପ(ସଂଳାପ) : ଚିନ୍ମୟଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟଦାସ ପଟ୍ଟନାୟକ
କାହାଣୀଝରଣା ମିଶ୍ର
କଳାକାରସୁନିଲ କୁମାର, ଜୀନା, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତପ୍ରଶାନ୍ତ ପାଡ଼ୀ
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ମୁକ୍ତିଲାଭ ତାରିଖ
୧୮ ମାର୍ଚ୍ଚ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ଏ ମନ ଖୋଜେ ମନଟିଏ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2021-06-23. Retrieved 2016-01-19. {{cite web}}: Cite has empty unknown parameter: |1= (help)
  2. http://www.orissadiary.com/ShowEntertainmentNews.asp?id=31591[permanent dead link]
  3. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା