ମୁଁ, ସୌମେନ୍ଦ୍ର କୁମାର ସାହୁ, ଉଇକିମାନିଆ ଭୁବନେଶ୍ୱର ୨୦୨୨ରେ ହୋଇଥିବା ଆଲୋଚନା ଅନୁଯାଇ ପରିଚାଳକ (administrator) ହୋଇ ଓଡ଼ିଆ ଉଇକିପିଡ଼ିଆରେ ହେଉଥିବା ବିଭିନ୍ନ ଘଟଣାବଳୀଗୁଡ଼ିକୁ ସମ୍ଭାଳିବାକୁ ଚାହେଁ । ମୋର ସମସ୍ତ କଳାକୌଶଳ ଖଟାଇ ବର୍ତ୍ତମାନ ଥିବା ପରିଚାଳକଗଣଙ୍କୁ ସହାୟତା କରି ତାଙ୍କ କାମ ହାଲକା କରିବା ସହିତ, ନୂତନ ଉନ୍ନତିକର କାର୍ଯ୍ୟଭାର ନେଇ, ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରିବି ବୋଲି ମୋର ବିଶ୍ୱାସ । ଆପଣ ନିମ୍ନରେ ଉପଯୁକ୍ତ ଶୀର୍ଷକ ତଳେ ନିଜର ମତ ଦେବାକୁ ଅନୁରୋଧ ରହିଲା । ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୧୭:୩୪, ୧୫ ଅଗଷ୍ଟ ୨୦୨୨ (IST)[reply]

ସମର୍ଥନ ସମର୍ଥନ ସମ୍ପାଦନା

  1.   ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୧୭:୫୦, ୧୫ ଅଗଷ୍ଟ ୨୦୨୨ (IST)[reply]
  2.   ସମର୍ଥନ--ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୭:୫୫, ୧୫ ଅଗଷ୍ଟ ୨୦୨୨ (IST)[reply]
  3.   ସମର୍ଥନ--ସୁଭ (ଆଳାପ) ୧୮:୧୮, ୧୫ ଅଗଷ୍ଟ ୨୦୨୨ (IST)[reply]
  4.   ସମର୍ଥନ--ଅଲିଭା ସାହୁ (ମୋ ଆଲୋଚନା) ୧୮:୨୧, ୧୫ ଅଗଷ୍ଟ ୨୦୨୨ (IST)[reply]
  5.   ସମର୍ଥନ--ବିକାଶ ଓଝା (ମୋ ଆଲୋଚନା) ୧୮:୩୪, ୧୫ ଅଗଷ୍ଟ ୨୦୨୨ (IST)[reply]
  6.   ସମର୍ଥନ--Subas Chandra Rout (ମୋ ଆଲୋଚନା) ୨୦:୧୫, ୧୫ ଅଗଷ୍ଟ ୨୦୨୨ (IST)[reply]
  7.   ସମର୍ଥନ--ଗପୁ (ମୋ ଆଲୋଚନା) ୨୧:୫୨, ୧୫ ଅଗଷ୍ଟ ୨୦୨୨ (IST)[reply]
  8.   ସମର୍ଥନ----ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୦, ୧୬ ଅଗଷ୍ଟ ୨୦୨୨ (IST)[reply]
  9.   ସମର୍ଥନ--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୪୫, ୧୬ ଅଗଷ୍ଟ ୨୦୨୨ (IST)[reply]
  10.   ସମର୍ଥନ-- ଶୈଳେଶ ପଟ୍ଟନାୟକ (ମୋ ଆଲୋଚନା) ୨୧:୪୧, ୧୬ ଅଗଷ୍ଟ ୨୦୨୨ (IST)[reply]

ବିରୋଧ ବିରୋଧ ସମ୍ପାଦନା

ନିରପେକ୍ଷ ନିରପେକ୍ଷ ସମ୍ପାଦନା