ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଅର୍ଥନୀତି

ଉଇକିପ୍ରକଳ୍ପ ଅର୍ଥନୀତି, ଓଡ଼ିଆ ଉଇକିପିଡ଼ିଆରେ ଅର୍ଥନୀତି ସମ୍ପର୍କିତ ପୃଷ୍ଠାଗୁଡ଼ିକୁ ତିଆରି କରିବା ଏବଂ ଉପଲବ୍ଧ ପୃଷ୍ଠାଗୁଡ଼ିକର ଗୁଣାତ୍ମକ ମାନ ବଢ଼ାଇବାକୁ ଗଠନ କରାଯାଇଛି । ଏହାସହିତ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା ସମ୍ପର୍କିତ ସଚେତନତା ଆଣିବା ଏହି ପ୍ରକଳ୍ପର ଲକ୍ଷ୍ୟ ।

ଦରକାରୀ ପ୍ରସଙ୍ଗ ତାଲିକା ସମ୍ପାଦନା

ପ୍ରଥମ ପର୍ଯ୍ୟାୟରେ ନିମ୍ନ ପ୍ରସଙ୍ଗଗୁଡ଼ିକ ନିହାତିରୂପେ ଆବଶ୍ୟକ ।

ଶେୟାର ବଜାର ସମ୍ପର୍କିତ ସମ୍ପାଦନା

  1. ଷ୍ଟକ୍ ଏକ୍ସଚେଞ୍ଜ
  2. ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ
  3. ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ
  4. ସେବି (SEBI: Securities and Exchange Board of India)
  5. ବଣ୍ଡ
  6. ମାଧ୍ୟମିକ ବଜାର
  7. ଡିଭିଡେଣ୍ଡ
  8. ମାର୍କେଟ କ୍ୟାପିଟାଲାଇଜେସନ ଇଂରାଜୀ ପ୍ରସଙ୍ଗ: Market_Capitalization
  9. ଶର୍ଟ ଶେଲିଂ ଇଂରାଜୀ ପ୍ରସଙ୍ଗ: Short selling
  10. ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟ ଇଂରାଜୀ ପ୍ରସଙ୍ଗ:
  11. ଫରୱାର୍ଡ଼ ଇଂରାଜୀ ପ୍ରସଙ୍ଗ:
  12. ଅପ୍ସନ ଇଂରାଜୀ ପ୍ରସଙ୍ଗ:
  13. ଫ୍ୟୁଚର ଇଂରାଜୀ ପ୍ରସଙ୍ଗ:
  14. ସେନସେକ୍ସ ଇଂରାଜୀ ପ୍ରସଙ୍ଗ:
  15. ନିଫ୍ଟି ଇଂରାଜୀ ପ୍ରସଙ୍ଗ:
  16. ଇନିସିଆଲ ପବ୍ଲିକ ଅଫରିଂ ଇଂରାଜୀ ପ୍ରସଙ୍ଗ:
  17. ଟ୍ରେଡିଂ ଖାତା ଇଂରାଜୀ ପ୍ରସଙ୍ଗ:
  18. ଡିମାଟ ଖାତା ଇଂରାଜୀ ପ୍ରସଙ୍ଗ:

ବ୍ୟାଙ୍କ ସମ୍ପର୍କିତ ସମ୍ପାଦନା

  1. ସଞ୍ଚୟ ଖାତା
  2. ଭାରତୀୟ ଷ୍ଟେଟ୍ ବ୍ୟାଙ୍କ
  3. ପେନ୍ସନ
  4. ଏଟିଏମ
  5. କାର ଋଣ
  6. ଛାତ୍ର ଋଣ
  7. ୟୁପିଆଇ
  8. ଭିସା
  9. ମାଷ୍ଟରକାର୍ଡ଼
  10. ଡେବିଟ କାର୍ଡ଼
  11. ଆର୍ଥିକ ସ୍ୱାଧୀନତା