ଉଇକିପିଡ଼ିଆ:ଉଇକିପ୍ରକଳ୍ପ:୨୦୦ ଗୋଟି ଉପ‌ଯୋଗୀ ପ୍ରସଙ୍ଗ ତାଲିକା

ଏକ ଜ୍ଞାନ‌କୋଷ ଭାବରେ ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଶା, ଓଡ଼ିଆ ତ‌ଥା ବାକି କେତେକ ନିହାତି ଦରକାରୀ ପ୍ରସଙ୍ଗର ଆବଶ୍ୟକ‌ତା ରହିଛି । ଏହି ପ୍ରସଙ୍ଗସମୂହର ମାନ ଖୁବ ଉଚ୍ଚ ହେବା ବିଧେୟ । ଏହି ପ୍ରକଳ୍ପଟି ଓଡ଼ିଆ ଉଇକିପିଡ଼ିଆରେ ୨୦୦ ଗୋଟି ପ୍ରସଙ୍ଗର ଏକ ତାଲିକା କରିବା ପାଇଁ ଆରମ୍ଭ କରାଯାଇଛି । ଏହି ପ୍ରସଙ୍ଗମାନଙ୍କ ଭିତରୁ କିଛି ଆଗରୁ ଲେଖାଯାଇଥାଇପାରେ ଯହିଁରେ ଅଧିକ ତ‌ଥ୍ୟ ଯୋଡ଼ି ତାହାକୁ ସମୃଦ୍ଧ କରାଯିବ । ଯେଉଁ ପ୍ରସଙ୍ଗମାନ ତିଆରି କରାଯାଇନାହିଁ ସେସବୁ ତିଆରି କରି ମିଳିତ ସ‌ହ‌ଯୋଗରେ ପ୍ରସଙ୍ଗମାନ ଲେଖାଯିବ । ଏହି ମିଳିତ ପ୍ରସଙ୍ଗ ଲିଖନ ନିମନ୍ତେ ଅନେକ ଗ୍ରନ୍ଥ-ପୁସ୍ତକର ଆବଶ୍ୟକ‌ତା ରହିଛି । ସୃଜନୀକା ଓ ଜାତୀୟ ଶିକ୍ଷା ଅନୁଷ୍ଠାନ, ରାଉରକେଲାର ମିଳିତ ଆନୁକୁଲ୍ୟରେ ଓଏଓବି ପ୍ରକଳ୍ପରେ ଅନେକ ଉପ‌ଯୋଗୀ ଓଡ଼ିଆ ବ‌ହିକୁ ଡିଜିଟାଲ ଫରମାଟରେ ଏହି ସାଇଟରେ ଉପଲବ୍ଧ କରା‌ଯାଇଛି । ଏଥିରେ ତାଲିକାଭୁକ୍ତ ହୋଇଥିବା ବ‌ହି ବ୍ୟତିତ ଆହୁରି ଅନେକ ବ‌ହି ସୃଜନୀକା ନିକଟରେ ଉପଲବ୍ଧ ଅଛି ଯାହା ସେମାନେ ଓଡ଼ିଆ ଉଇକିଆଳିମାନ‌ଙ୍କୁ ଦେବା ପାଇଁ ଇଚ୍ଛୁକ ।

ସମୟସୀମା ସମ୍ପାଦନା

କାମର ସବିଶେଷ ସମୟକାଳ ବର୍ତ୍ତମାନର ସ୍ଥିତି
ପ୍ରଥମ ସୋପାନ
ଇଚ୍ଛୁକ ଉଇକିଆଳିମାନେ ନିଜର ନାମ ଏହି ତାଲିକାରେ ଯୋଡ଼ିବେ ଓ ପ୍ରସଙ୍ଗ ତାଲିକା ତିଆରିରେ ସ‌ହ‌ଯୋଗ କରିବେ ।
-- --
ଦ୍ୱିତୀୟ ସୋପାନ (ପ୍ରସଙ୍ଗ ବିଭାଗୀକରଣ)
ତାଲିକାଭୁକ୍ତ ପ୍ରସଙ୍ଗସମୂହ ଉପ‌ଯୁକ୍ତ ବିଭାଗ ଅଧୀନରେ ରଖାଯିବ
-- --
;ତୃତୀୟ ସୋପାନ (ଆବେଦନ)
ପ୍ରସଙ୍ଗର ତାଲିକା ସ‌ହ ସୃଜନୀକାକୁ ଆବେଦନ । ସୃଜନୀକା ସେମାନଙ୍କ ନିକଟରେ ଥିବା ବ‌ହିର ସଫ୍ଟ କପି ଓଡ଼ିଆ ଉଇକିଆଳିଙ୍କୁ ପ୍ରଦାନ କରିବେ
-- --
ଚତୁର୍ଥ ସୋପାନ (ପ୍ରସଙ୍ଗ ଲିଖନ, ଶୁଦ୍ଧତା ନିରୂପଣ ଓ ଲେଖା ସମୃଦ୍ଧିକରଣ)
ଏହି ସୋପାନରେ ଉପଲବ୍ଧ ଲେଖାଗୁଡ଼ିକର ଉଇକିକରଣ କରାଯିବ । ଲେଖାର ବ୍ୟାକରଣିକ ଶୁଦ୍ଧତା ନିରୂପଣ କରି ଆବଶ୍ୟକ‌ତା ଭିତ୍ତିରେ ସୁଧାର କରାଯିବ । ପ୍ରକଳ୍ପ ଶେଷ ବେଳକୁ ସମସ୍ତ ପ୍ରସଙ୍ଗ ଉପ‌ଯୁକ୍ତ ଶ୍ରେଣୀଭୁକ୍ତ ହୋଇଥିବ ଓ ଏକାଧିକ ଆଧାର୍ୟୁକ୍ତ ହୋଇଥିବ ।
-- --
ପ୍ରକଳ୍ପ ଶେଷ
ଏହି ପ୍ରକଳ୍ପର ଅନ୍ତ ଉଇକିଆଳିଙ୍କ ଶ୍ରମ ଓ ସମୟକୁ ସମ୍ମାନୀତ କରିବା ଲକ୍ଷରେ ଏକ ଛୋଟ ଉତ୍ସବ କରି ସେମାନଙ୍କୁ ସମ୍ବର୍ଧନା ଦେବା ଉଦ୍ଦେଶ୍ୟରେ କରାଯିବ । ସୃଜନୀକା ପରିସରରେ ସେମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପରେ ଲେଖାଯାଇଥିବା ସମସ୍ତ ପ୍ରସଙ୍ଗକୁ ଏକାଠି କରି ଏକ ଇ-ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯିବ ।
-- --

ଉତ୍ସାହୀ ଉଇକିଆଳି ସମ୍ପାଦନା

  1. ସୁଭାସିସ ପାଣିଗାହିମୋତେ କହିବେ କିଛି?
  2. ସୁରଥ କୁମାର ପାଢ଼ୀ--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୨:୪୮, ୮ ସେପ୍ଟେମ୍ବର ୨୦୧୩ (UTC)
  3. ସୁବାସ ଚନ୍ଦ୍ର ରାଉତ - Subas Chandra Rout (ମୋ ଆଲୋଚନା) ୧୨:୨୭, ୧୮ ସେପ୍ଟେମ୍ବର ୨୦୧୩ (UTC)

ପ୍ରସଙ୍ଗ ତାଲିକା ସମ୍ପାଦନା

ସ୍ଥାନ ସମ୍ପାଦନା

  1. ଓଡ଼ିଶା
  2. ଭୁବନେଶ୍ୱର
  3. କଟକ
  4. ରାଉରକେଲା
  5. ସମ୍ବଲପୁର
  6. ବାଲେଶ୍ୱର
  7. ବ୍ରହ୍ମପୁର
  8. କୋରାପୁଟ

ବ୍ୟକ୍ତିତ୍ୱ ସମ୍ପାଦନା

  1. ପଠାଣି ସାମନ୍ତ
  2. ଜନ ବୀମ୍ସ
  3. ଲାଙ୍ଗୁଳା ନରସିଂହ ଦେବ
  4. ମଧୁସୂଦନ ଦାସ
  5. ପ୍ରାଣକୃଷ୍ଣ ପରିଜା
  6. ଗୋପବନ୍ଧୁ ଦାସ

ବିଷୟ ସମ୍ପାଦନା

  1. [[]]

ଅନୁଷ୍ଠାନ ସମ୍ପାଦନା

  1. [[]]