ଇନସୁଲିନ ଗ୍ଲୁଲିସାଇନ

ଏହା ଏକ ପ୍ରକାର ତୁରନ୍ତ କାର୍ଯ୍ୟକ୍ଷମ ଇନସୁଲିନ ଯାହା ମଧୁମେହ ଟାଇପ ୧ ଓ ମଧୁମେହ ଟାଇପ ୨ ଚିକିତ୍ସା ପାଇଁ ବ୍ୟବ‌

ଇନସୁଲିନ ଗ୍ଲୁଲିସାଇନ, ବିକ୍ରୟ ନାମ Apidra, ଏକ ପ୍ରକାର ତୁରନ୍ତ କାର୍ଯ୍ୟକ୍ଷମ ଇନସୁଲିନ ଯାହା ମଧୁମେହ ଟାଇପ ୧ମଧୁମେହ ଟାଇପ ୨ ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୪] ଖାଇବାର ୧୫ ମିନିଟ ପୂର୍ବରୁ ଓ ୨୦ ମିନିଟ ପରେ ଏହି ଔଷଧ ଇଞ୍ଜେକସନ ଆକାରରେ ଚର୍ମ ତଳେ ଦିଆଯାଏ । ଶିରାରେ ଇଞ୍ଜେକସନ ଆକାରରେ ମଧ୍ୟ ଦିଆଯାଏ ।[୩] ଦୀର୍ଘକାଳୀନ ଇନସୁଲିନ ସ‌ହିତ ଏହା ଦିଆଯାଏ ।

ଇନସୁଲିନ ଗ୍ଲୁଲିସାଇନ
Clinical data
Trade namesApidra, Apidra SoloStar
AHFS/Drugs.commonograph
MedlinePlusa607033
data
Pregnancy
category
Routes of
administration
Subcutaneous, intravenous
Legal status
Legal status
Chemical and physical data
FormulaC258H384N64O78S6
Molar mass୫,୮୨୨.୬୪ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ଏବଂ ଇଞ୍ଜେକସନ୍ ସ୍ଥାନରେ ଯନ୍ତ୍ରଣା ହୋଇପାରେ । [୨] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କମ୍ ରକ୍ତ ପୋଟାସିଅମ୍ ଏବଂ ଲାଇପୋଡିଷ୍ଟ୍ରୋଫି ହୋଇପାରେ | [୪] ଏହା ରେକମ୍ବିନାଣ୍ଟ ଡିଏନଏ କୌଶଳ ଦ୍ୱାରା ପ୍ରସ୍ତୁତ ହୁଏ ।[୨]

୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ପାଇଁ ଇନସୁଲିନ ଗ୍ଲୁଲିସିନ୍ ଅନୁମୋଦନ କରାଯାଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୦୦ ଡଲାରରୁ ସାମାନ୍ୟ ଅଧିକ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ "Insulin glulisine Use During Pregnancy". Drugs.com. 6 April 2020. Archived from the original on 4 December 2020. Retrieved 21 September 2020.
  2. ୨.୦ ୨.୧ ୨.୨ ୨.୩ "Apidra EPAR". European Medicines Agency (EMA). Archived from the original on 10 October 2020. Retrieved 7 October 2020.
  3. ୩.୦ ୩.୧ "Apidra- insulin glulisine injection, solution Apidra SoloStar- insulin glulisine injection, solution". DailyMed. 6 December 2019. Archived from the original on 25 March 2021. Retrieved 21 September 2020.
  4. ୪.୦ ୪.୧ ୪.୨ ୪.୩ "Insulin Glulisine Monograph for Professionals". Drugs.com (in ଇଂରାଜୀ). Archived from the original on 8 August 2020. Retrieved 26 November 2021."Insulin Glulisine Monograph for Professionals". Drugs.com. Archived from the original on 8 August 2020. Retrieved 26 November 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 754. ISBN 978-0857114105.
  6. "Apidra Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 11 December 2021. Retrieved 26 November 2021.