ଇଣ୍ଡାକାଟେରୋଲ

କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଚିକିତ୍ସା ପାଇଁ ଏହା ଏକ ଔଷଧ ।

ଇଣ୍ଡାକାଟେରୋଲ (ଇଂରାଜୀ ଭାଷାରେ Indacaterol), ଅନ୍ୟମାନଙ୍କ ମଧ୍ୟରେ ଅନବ୍ରେଜ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଦିନକୁ ଥରେ ଶୁଖିଲା ପାଉଡର ଆଘ୍ରାଣ ସାହାଯ୍ୟରେ ଏହା ଦିଆଯାଏ ।[୫]

ଇଣ୍ଡାକାଟେରୋଲ
Clinical data
Trade namesArcapta, Onbrez, others
SynonymsIndacaterol maleate
AHFS/Drugs.commonograph
data
Pregnancy
category
Routes of
administration
Inhalation
Legal status
Legal status
Identifiers
  • 5-[2-[(5,6-Diethyl-2,3-dihydro-1H-inden-2-yl)amino]-1-hydroxyethyl]-8-hydroxyquinolin-2(1H)-one
ECHA InfoCard100.218.577 Edit this at Wikidata
Chemical and physical data
FormulaC24H28N2O3
Molar mass୩୯୨.୫0 g·mol−1
3D model (JSmol)
  • O=C4/C=C\c1c(c(O)ccc1[C@@H](O)CNC3Cc2cc(c(cc2C3)CC)CC)N4
  • InChI=1S/C24H28N2O3/c1-3-14-9-16-11-18(12-17(16)10-15(14)4-2)25-13-22(28)19-5-7-21(27)24-20(19)6-8-23(29)26-24/h5-10,18,22,25,27-28H,3-4,11-13H2,1-2H3,(H,26,29)/t22-/m0/s1 checkY
  • Key:QZZUEBNBZAPZLX-QFIPXVFZSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଛାତି ଯନ୍ତ୍ରଣା ଏବଂ କାଶ ହୋଇପାରେ ।[୬] ଆଜ୍‌ମା ରୋଗୀଙ୍କୁ ଦେଲେ ଏହା ଯୋଗୁ ମୃତ୍ୟୁ ଆଶଙ୍କା ବଢ଼ିଯାଇପାରେ। [୫] ଏହା ଏକ ଦୀର୍ଘ କାର୍ଯ୍ୟକାରୀ ବିଟା-ଆଡ୍ରେନୋସେପ୍ଟର ଆଗୋନିଷ୍ଟ (LABA) ଔଷଧ ।[୫]

୨୦୦୯ ମସିହାରେ ୟୁରୋପରେ ଏବଂ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଣ୍ଡାକାଟେରୋଲକୁ ଅନୁମୋଦନ କରାଯାଇଥିଲା ।[୬] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୨ ପାଉଣ୍ଡ ଖର୍ଚ୍ଚ ହୁଏ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ ।[୮]

ଆଧାର ସମ୍ପାଦନା

  1. "Onbrez Breezhaler EPAR". European Medicines Agency (EMA). Archived from the original on 28 January 2021. Retrieved 20 January 2021.
  2. "Oslif Breezhaler EPAR". European Medicines Agency (EMA). Archived from the original on 28 January 2021. Retrieved 20 January 2021.
  3. "Hirobriz Breezhaler EPAR". European Medicines Agency (EMA). Archived from the original on 28 January 2021. Retrieved 20 January 2021.
  4. "Arcapta Neohaler (indacaterol) inhalation powder Initial U.S. Approval: 2011". DailyMed. 1 April 2020. Archived from the original on 15 June 2021. Retrieved 14 June 2021.
  5. ୫.୦ ୫.୧ ୫.୨ ୫.୩ ୫.୪ "Indacaterol Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 26 November 2021.
  6. ୬.୦ ୬.୧ "Onbrez Breezhaler". Archived from the original on 28 January 2021. Retrieved 26 November 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 267. ISBN 978-0857114105.
  8. "Indacaterol Prices, Coupons & Savings Tips - GoodRx". GoodRx. Retrieved 26 November 2021.