ଆସର୍ଗଞ୍ଜ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Asarganj | |
---|---|
city | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Munger |
Elevation | 44 m (144 ft) |
Population (2001) | |
• Total | ୬,୩୨୭ |
ଭାଷା | |
• ସରକାରୀ | Maithili, Hindi |
Time zone | UTC+5:30 (IST) |
PIN |
ଆସର୍ଗଞ୍ଜ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ବିହାରର ମୁଙ୍ଗେର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ଆସର୍ଗଞ୍ଜ ୨୫.୧୫୦୫ ଉତ୍ତର ଅକ୍ଷାଂଶ ଓ ୮୬.୬୮୬୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୪୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆସର୍ଗଞ୍ଜ ସହରର ମୋଟ ଜନସଂଖ୍ୟା ୫୭୦୬ ଅଟେ ।[୨] ସେଥି ମଧ୍ୟରୁ ୫୨.୭୭% ଜଣ ପରୁଷ ହୋଇଥିବା ବେଳେ ୪୭.୨୩% ଜଣ ନାରୀ ଅଟନ୍ତି । ଆସର୍ଗଞ୍ଜର ସାକ୍ଷରତା ହାର ୬୯.୮୪% ଅଟେ । ଏହା ଜାତୀୟ ହାରଠାରୁ ୫.୦୦% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୯% ପ୍ରତିଶତ ପୁରୁଷ ଓ ୨୯.୫୫% ନାରୀ ଅଟନ୍ତି । ୧୪.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ଆସର୍ଗଞ୍ଜର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.