ଆଲୋଚନା:ଡାଲ ମଖନୀ

Latest comment: ୫ ବର୍ଷ ପୂର୍ବେ by Aliva Sahoo in topic ନାମ ବଦଳ

ନାମ ବଦଳ ସମ୍ପାଦନା

@Aliva Sahoo: ଉଚ୍ଚାରଣଟି ଡାଲି ମଖନୀ' ବଦଳରେ ଡାଲ ମଖନି ହେବା ଭଳି ଲାଗୁଛି । ହିନ୍ଦୀ/ପଞ୍ଜାବୀରେ "ଡାଲି"କୁ "ଦାଲ" କହନ୍ତି । ଏଇଟା ଯେହେତୁ ସେମାନଙ୍କ ଖାଇବା ନାଁଟି ତାଙ୍କ ନାଁର ପାଖାପାଖି ହେବା କଥା ।--ସୁଭାସିସ ପାଣିଘରି (ଆଳାପ) ୧୦:୦୨, ୧୩ ଜୁଲାଇ ୨୦୧୮ (IST)Reply

@Psubhashish: ଭାଇ ଧନ୍ୟବାଦ । ମୁ ମଧ୍ୟ ପ୍ରଥମେ ଏ ନାମକୁ ନେଇ ସନ୍ଦେହରେ ଥିଲି । ତା'ପରେ ଭାବିଲି ଡାଲ ଶବ୍ଦଟା ଇଂରାଜୀ ଶବ୍ଦ ଅଟେ । ତେଣୁ ଓଡିଆରେ ଡାଲି ଲେଖିଦେଲି । ଏବେ ଠିକ କରିନଉଛି ।--Aliva Sahoo (ମୋ ଆଲୋଚନା) ୧୬:୪୮, ୧୩ ଜୁଲାଇ ୨୦୧୮ (IST)Reply
Return to "ଡାଲ ମଖନୀ" page.