ଆଲୋଚନା:ଅପ୍ରେଲ
ଅପ୍ରେଲ ଠିକ ନାମ ନା ଏପ୍ରିଲ ? କିଛି ସ୍ଥାନରେ ଏପ୍ରିଲ ଦେଖିଛି ଏପରିକି ୱିଣ୍ଡୋ ଓଡ଼ିଆରେ ଏପ୍ରିଲ ଆସୁଛି । ତେବେ କେଉଁଠି ଠିକ ଜାଣିପାରୁନାହିଁ ?--ଶିତିକଣ୍ଠ (ଆଲୋଚନା) ୦୩:୪୭, ୯ ମାର୍ଚ୍ଚ ୨୦୧୪ (UTC)
- ଅପ୍ରେଲ ହେବା ଉଚିତ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୫୮, ୯ ମାର୍ଚ୍ଚ ୨୦୧୪ (UTC)