ଅହଲ୍ୟା (ଓଡ଼ିଆ କଥାଚିତ୍ର)

୧୯୯୮ର ଓଡ଼ିଆ କଥାଚିତ୍ର

ଅହଲ୍ୟା, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆରତି ସାହୁ । ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ବିଜୟ କେତନ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଅହଲ୍ୟା
ନିର୍ଦ୍ଦେଶକବିଜୟ କେତନ ମିଶ୍ର
ପ୍ରଯୋଜକଆରତି ସାହୁ
କାହାଣୀଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
କଳାକାରହେମନ୍ତ ଦାସ
ମିହିର ଦାସ
ତନୁଜା ନାୟକ
ଦୀପ୍ତି ପଣ୍ଡା
ସଙ୍ଗୀତରଘୁନାଥ ପାଣିଗ୍ରାହୀ
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ହେମନ୍ତ ଦାସ, ମିହିର ଦାସ, ତନୁଜା ନାୟକ, ଦୀପ୍ତି ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାର ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରଘୁନାଥ ପାଣିଗ୍ରାହୀ

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଜୀବନରେ ସଂଘର୍ଷରୁ ପାଇଛି ଆନନ୍ଦ". No. ନିତିଦିନ ୧୦ ସେପ୍ଟେମ୍ବର ୨୦୨୦. ନିତିଦିନ. Archived from the original on 2020-09-11. Retrieved 02 December September 2020. {{cite news}}: Check date values in: |accessdate= (help)
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା