ଅଶୋକ କୁମାର ଦାସ
ଓଡ଼ିଆ ରାଜନୀତିଜ୍ଞ
ଅଶୋକ କୁମାର ଦାସ (୧୫ ମାର୍ଚ୍ଚ ୧୯୪୨ - ୩୧ ଡିସେମ୍ବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଅଶୋକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର କାର୍ଯ୍ୟ କରିଛନ୍ତି । ୧୯୭୪, ୧୯୧୯୭୭, ୧୯୮୦, ୧୯୯୦, ୧୯୯୫, ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଅଶୋକ କୁମାର ଦାସ | |
---|---|
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା (ଉପ) | |
କାର୍ଯ୍ୟକାଳ ୧୯୭୪ – ୧୯୮୫ | |
ପୂର୍ବ ଅଧିକାରୀ | ଅଶୋକ କୁମାର ଦାସ |
ପର ଅଧିକାରୀ | ଅଶୋକ କୁମାର ଦାସ |
ନିର୍ବାଚନ ମଣ୍ଡଳୀ | କୋରାଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାର୍ଚ୍ଚ ୧୫, ୧୯୪୨ |
ମୃତ୍ୟୁ | ୩୧ ଡିସେମ୍ବର ୨୦୦୮ | (ବୟସ ୬୬)-->
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସନ୍ଧ୍ୟା ଦାସ |
ସନ୍ତାନ | ୨ ପୁଅ, ୨ ଝିଅ |
ବାପା/ବୋଉ | ଅଦ୍ୱେତ ପ୍ରସାଦ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା
ଅଶୋକ କୁମାର ଦାସ ୧୯୪୨ ମସିହାର ମାର୍ଚ୍ଚ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ଖୁଣ୍ଟିଆ ଏବଂ ପତ୍ନୀଙ୍କ ନାମ ହେମଲତା ଖୁଣ୍ଟିଆ ।[୧] ଅଶୋକଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ ସମ୍ପାଦନା
ଅଶୋକ କୁମାର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ୬ ଥର କାର୍ଯ୍ୟ କରିଥିଲେ ।[୧]