ଅଟ୍ରି ଉଷ୍ମପ୍ରସ୍ରବଣ
ଭାରତରେ ଗ୍ରାମ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଅଟ୍ରି ଉଷ୍ମପ୍ରସ୍ରବଣ | |
---|---|
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଖୋର୍ଦ୍ଧା |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫.୩୦ (ଆଇ.ଏସ୍.ଟି) |
Nearest city | ଭୁବନେଶ୍ୱର (୪୨ କି.ମି.) |
ଅଟ୍ରି ଓଡ଼ିଶାର ଖୋର୍ଦ୍ଧାଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ । ଖୋର୍ଦ୍ଧାଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ନିକଟତର ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ।
ପରମ୍ପରା ସମ୍ପାଦନା
ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳା ଗୁଆ ଖୋଜିଥାନ୍ତି ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି
ଗ୍ୟାଲେରି ସମ୍ପାଦନା
-
ଅଟ୍ରି ଉଷ୍ମପ୍ରସ୍ରବଣ ମୁଖ୍ୟଦ୍ୱାର
-
ଉଷ୍ମପ୍ରସ୍ରବଣ
-
ଉଷ୍ମପ୍ରସ୍ରବଣ (କୁଆକୁଣ୍ଡ)